ଝାରସୁଗୁଡ଼ାରେ ରେକର୍ଡ କଲେ ଦୀପାଳି

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନରେ ବାପାଙ୍କ ରେକର୍ଡ ଭାଙ୍ଗିଲେ ଝିଅ I ସ୍ବର୍ଗତଃ ନବ ଦାସଙ୍କ ଝିଅ ତଥା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ରେକର୍ଡ ସଂଖ୍ୟକ ଭୋଟରେ ବିଜେଡି ଜିତି ହୋଇଛନ୍ତି ବିଜୟୀ । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୪୮ହଜାର ୨୩୭ ଭୋଟ ବ୍ୟବଧାନରେ ଜିତି ରେ ବିଜୟୀ ହୋଇଛନ୍ତି । ଏହା ସହ ସେ ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି । ୨୦୧୯ରେ ନବ ଦାସ ୪୫ […]

Samaya Live Picture
Published On

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନରେ ବାପାଙ୍କ ରେକର୍ଡ ଭାଙ୍ଗିଲେ ଝିଅ I ସ୍ବର୍ଗତଃ ନବ ଦାସଙ୍କ ଝିଅ ତଥା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ରେକର୍ଡ ସଂଖ୍ୟକ ଭୋଟରେ ବିଜେଡି ଜିତି ହୋଇଛନ୍ତି ବିଜୟୀ । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୪୮ହଜାର ୨୩୭ ଭୋଟ ବ୍ୟବଧାନରେ ଜିତି ରେ ବିଜୟୀ ହୋଇଛନ୍ତି । ଏହା ସହ ସେ ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି । ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ ।

ଆଜିର ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ବିଜେଡି ଶିବିରରେ ଉତ୍ସବର ମାହୋଲ୍ ଦେଖାଦେଇଛି । ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଏଠାରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆସିଛି । ସବୁ ଆକଳନକୁ ସତ କରି ବିଜେଡି ଅକ୍ତିଆର କରିଛି ଝାରସୁଗୁଡା ଆସନ I

Tags: