ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା:ସିବିଆଇ ତଦନ୍ତ ଦାବି କଲେ ଦୀପାଳି ଦାସ

ଭୁବନେଶ୍ୱର:ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଦୀପାଳି ଦାସ। ରାଜ୍ୟ ସରକାର ଏହି ଘଟଣାର ସିବିଆଇ ତଦନ୍ତ କରନ୍ତୁ। ଏହି ଦାବି ରଖିଛନ୍ତି ନବ ଦାସଙ୍କ ଝିଅ ଦୀପାଳୀ ଦାସ।ଦୀପାଳି କହିଛନ୍ତି, ବିଜେପିର ଅନେକ ବିଧାୟକ ମୋ ବାପାଙ୍କ ହତ୍ୟାକାଣ୍ଡକୁ ନେଇ ଅନେକ ଟିକା ଟିପ୍ପଣୀ କରୁଛନ୍ତି।ଏହାକୁ ନେଇ ରାଜନୀତି କରାଯାଉଛି। ଅନେକ ସମୟରେ ଏହାକୁ ପ୍ରସଙ୍ଗ କରୁଛନ୍ତି। ମୋ ବିରୋଧରେ, ମୋ ପରିବାର ବିରୋଧରେ ମଧ୍ଯ ଆକ୍ଷେପ କରୁଛନ୍ତି। […]

Samaya Live Picture
Published On

ଭୁବନେଶ୍ୱର:ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଦୀପାଳି ଦାସ। ରାଜ୍ୟ ସରକାର ଏହି ଘଟଣାର ସିବିଆଇ ତଦନ୍ତ କରନ୍ତୁ। ଏହି ଦାବି ରଖିଛନ୍ତି ନବ ଦାସଙ୍କ ଝିଅ ଦୀପାଳୀ ଦାସ।ଦୀପାଳି କହିଛନ୍ତି, ବିଜେପିର ଅନେକ ବିଧାୟକ ମୋ ବାପାଙ୍କ ହତ୍ୟାକାଣ୍ଡକୁ ନେଇ ଅନେକ ଟିକା ଟିପ୍ପଣୀ କରୁଛନ୍ତି।ଏହାକୁ ନେଇ ରାଜନୀତି କରାଯାଉଛି।
ଅନେକ ସମୟରେ ଏହାକୁ ପ୍ରସଙ୍ଗ କରୁଛନ୍ତି। ମୋ ବିରୋଧରେ, ମୋ ପରିବାର ବିରୋଧରେ ମଧ୍ଯ ଆକ୍ଷେପ କରୁଛନ୍ତି। ବିଜେପି ସରକାର ଏ ହତ୍ୟାକାଣ୍ଡର ତଦନ୍ତ ଆଗକୁ ବଢ଼ାଇବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଦୀପାଳୀଙ୍କ ଏ ଦାବି ପରେ ରାଜ୍ଯ ସରକାର କି ଆଭିମୁଖ୍ୟ ନେଉଛନ୍ତି ଏଵେ ତାରି ଉପରେ ସମସ୍ତଙ୍କ ନଜର ରହିଛି।

Tags: