ନୀଳାଦ୍ରି ବିହାର ଅଞ୍ଚଳରେ ବ୍ୟାପୁଛି ଝାଡାବାନ୍ତି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବ୍ୟାପୁଛି ଝାଡାବାନ୍ତି । ୱାର୍ଡ ନମ୍ବର ୧୩ରେ ନୀଳାଦ୍ରି ନିବାସରେ ପ୍ରାୟ ୧୪୨ ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଅନେକ ନୀଳାଦ୍ରି ବିହାର ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଆଉ କିଛି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପାଣି ସମ୍ପରୁ ଦୂଷିତ ପାଣି ପିଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ପହଞ୍ଚି ଅନୁଧ୍ୟାନ କରୁଛି।

Samaya Live Picture
Published On

Tags: