ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାରର ଗଣତିମଣତି : ଆଇନ ମନ୍ତ୍ରୀ
ଭୁବନେଶ୍ୱର : ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାରର ଗଣତିମଣତି ଶେଷ ହେବ । କାର୍ତ୍ତିକ ମାସ ଶେଷ ହୋଇଥିବାରୁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ । ମରାମତି ନେଇ ASI ପ୍ରସ୍ତୁତି ଆରମ୍ଭ କରିଛି । ମରାମତି ପରେ ରତ୍ନଭଣ୍ଡାର ଭିତରେ ଅଳଙ୍କାରର ଗଣତିମଣତି ହେବ। ଆସନ୍ତା ବୁଧବାର ଏନେଇ ବୈଠକ ବସିବ। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି ।

Tags: