ଇଡ଼ିରେ ହାଜର ହେଲେ ଦୀପକ ଗୁପ୍ତାଙ୍କ ପତ୍ନୀ

ଭୁବନେଶ୍ୱର : ଯୋଡ଼ା ଉଲିବୁରୁ ଖଣି ଦୁର୍ନୀତି ମାମଲା I ଇଡ଼ିରେ ହାଜର ହେଲେ ଦୀପକ ଗୁପ୍ତାଙ୍କ ପତ୍ନୀ I ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଥିଲେ ଦୀପକ ଗୁପ୍ତା I ସୂଚନାନୁଯାୟୀ,୧୮୦୦ କୋଟି ଟଙ୍କାରେ ହୋଇଥିଲା ଯୋଡ଼ା ଉଲିବୁରୁ ଖଣି ଦୁର୍ନୀତି I ଏଥିରେ ସମ୍ପୃକ୍ତ ଥିବା ଦୀପକ ଗୁପ୍ତାଙ୍କୁ ପୂର୍ବରୁ ଇଡି କରିଥିଲା ମାରାଥନ ଜେରା I ଆଜି ଦୀପକଙ୍କ ପତ୍ନୀଙ୍କୁ ଇଡ଼ିରେ ହାଜର ହେବI ପାଇଁ ନୋଟିସ ଜାରି ହୋଇଥିଲା I ନୋଟିସ […]

Samaya Live Picture
Published On

ଭୁବନେଶ୍ୱର : ଯୋଡ଼ା ଉଲିବୁରୁ ଖଣି ଦୁର୍ନୀତି ମାମଲା I ଇଡ଼ିରେ ହାଜର ହେଲେ ଦୀପକ ଗୁପ୍ତାଙ୍କ ପତ୍ନୀ I ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଥିଲେ ଦୀପକ ଗୁପ୍ତା I

ସୂଚନାନୁଯାୟୀ,୧୮୦୦ କୋଟି ଟଙ୍କାରେ ହୋଇଥିଲା ଯୋଡ଼ା ଉଲିବୁରୁ ଖଣି ଦୁର୍ନୀତି I ଏଥିରେ ସମ୍ପୃକ୍ତ ଥିବା ଦୀପକ ଗୁପ୍ତାଙ୍କୁ ପୂର୍ବରୁ ଇଡି କରିଥିଲା ମାରାଥନ ଜେରା I ଆଜି ଦୀପକଙ୍କ ପତ୍ନୀଙ୍କୁ ଇଡ଼ିରେ ହାଜର ହେବI ପାଇଁ ନୋଟିସ ଜାରି ହୋଇଥିଲା I ନୋଟିସ ଆଧାରରେ ଇଡ଼ିରେ ହାଜର ହୋଇଛନ୍ତି ଦୀପକଙ୍କ ପତ୍ନୀ I ତାଙ୍କୁ ଇଡି ପକ୍ଷରୁ ଜେରା ଆରମ୍ଭ ହୋଇଛି I ପୂର୍ବରୁ ଦୀପକଙ୍କ ବିଭିନ୍ନ ଠିକଣା ଉପରେ ଇଡି ରେଡ କରିଥିଲା I

Tags: