ପୋଖରୀରେ ଭାସୁଛି ଅଚିହ୍ନା ମୃତଦେହ
ସମୟ ଲାଇଭ,୧୭/୩: ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅଧିନ କୁରୁଡା ଗ୍ରାମର ଏକ ପୋଖରିରେ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଭାସୁଥିବାର ଗ୍ରାମବାସୀ ମାନେ ଦେଖିବାକୁ ପାଇଛନ୍ତି। ଯୁବକ ଜଣକ ଧଳା ସାର୍ଟ ଓ କଳା ରଙ୍ଗର ପେଣ୍ଟ ପିନ୍ଧିଥିବା ବେଳେ ପରିଚୟ ମିଳିପାରି ନହିଁ। ସ୍ଥାନୀୟ ବାସିନ୍ଧା ମାନେ ପୁଲିସ ଖବର ଦେବାର ଦୀର୍ଘ ସମୟ ବିତିଯାଇଥିବା ବେଳେ ପୁଲିସ ଘଟଣା ସ୍ଥଳରେ ଡେରିରେ ପହଁଚି ବାରୁ ଗ୍ରାମବାସୀ ମାନେ ପୁଲିସ କି ବିରୋଧ […]
ସମୟ ଲାଇଭ,୧୭/୩: ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅଧିନ କୁରୁଡା ଗ୍ରାମର ଏକ ପୋଖରିରେ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଭାସୁଥିବାର ଗ୍ରାମବାସୀ ମାନେ ଦେଖିବାକୁ ପାଇଛନ୍ତି। ଯୁବକ ଜଣକ ଧଳା ସାର୍ଟ ଓ କଳା ରଙ୍ଗର ପେଣ୍ଟ ପିନ୍ଧିଥିବା ବେଳେ ପରିଚୟ ମିଳିପାରି ନହିଁ। ସ୍ଥାନୀୟ ବାସିନ୍ଧା ମାନେ ପୁଲିସ ଖବର ଦେବାର ଦୀର୍ଘ ସମୟ ବିତିଯାଇଥିବା ବେଳେ ପୁଲିସ ଘଟଣା ସ୍ଥଳରେ ଡେରିରେ ପହଁଚି ବାରୁ ଗ୍ରାମବାସୀ ମାନେ ପୁଲିସ କି ବିରୋଧ କରିଥିଲେ। ରସ୍ତାରେ ଟାୟାର ଜାଳିଥିଲେ। ତେବେ ସୂଚନା ପାଇ ଖନ୍ତାପଡା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜାଣିବାକି ମିଳିଛି।
Tags:




