ସତ୍ୟ ନଗର ଶ୍ମଶାନରେ ଗ୍ୟାସ ଚୁଲାରେ ହେବ ଶବ ଦାହ
ଭୁବନେଶ୍ୱର : ସତ୍ୟନଗର ଶ୍ମଶାନର ହେବ ନବକଳେବର । ଇଲେକ୍ଟ୍ରିକ୍ ଚୁଲା ବଦଳରେ ଏଣିକି ପାରମ୍ପରିକ ଓ ଗ୍ୟାସ ଚୁଲାରେ ହେବ ଶବ ଦାହ । ବିଏମସି ପକ୍ଷରୁ ଆଜି ଏନେଇ ସତ୍ୟନଗର ଶ୍ମଶାନଠାରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ଶ୍ମଶାନର ପୁନରୁଦ୍ଧାର ପାଇଁ ଯୋଜନା କରିଛି ବିଏମସି । ଶ୍ମଶାନକୁ ଅଧିକ ସବୁଜ ସୁନ୍ଦର କରାଯିବା ସହିତ ଏହା ସତ୍କାର ପାଇଁ ଏହା ଭିତରକୁ ଆସୁଥିବା ସମ୍ପର୍କୀୟ […]
ଭୁବନେଶ୍ୱର : ସତ୍ୟନଗର ଶ୍ମଶାନର ହେବ ନବକଳେବର । ଇଲେକ୍ଟ୍ରିକ୍ ଚୁଲା ବଦଳରେ ଏଣିକି ପାରମ୍ପରିକ ଓ ଗ୍ୟାସ ଚୁଲାରେ ହେବ ଶବ ଦାହ । ବିଏମସି ପକ୍ଷରୁ ଆଜି ଏନେଇ ସତ୍ୟନଗର ଶ୍ମଶାନଠାରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ଶ୍ମଶାନର ପୁନରୁଦ୍ଧାର ପାଇଁ ଯୋଜନା କରିଛି ବିଏମସି । ଶ୍ମଶାନକୁ ଅଧିକ ସବୁଜ ସୁନ୍ଦର କରାଯିବା ସହିତ ଏହା ସତ୍କାର ପାଇଁ ଏହା ଭିତରକୁ ଆସୁଥିବା ସମ୍ପର୍କୀୟ ମାନଙ୍କ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି ବିଏମସି ।




