ପେଟ୍ରୋଲ ଢାଳି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର : ନିଜକୁ ନିଜେ ଜାଳିଦେଲେ କଲେଜ ଛାତ୍ରୀ I ଘରେ କେହି ନଥିବାବେଳେ ପେଟ୍ରୋଲ ଢଳିହୋଇ ଆତ୍ମହତ୍ୟା କରିଛନ୍ତି ଜଣେ + ୨ ଛାତ୍ରୀ I ତାଙ୍କ ନାଁ ପୂଜା ଗୌଡ଼ I ସେ +୨ ପ୍ରଥମ ବର୍ଷର ଛାତ୍ରୀ ଥିବାବେଳେ ତାଙ୍କ ଘର ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଆସିକା ବ୍ଲକ ଭେଟନଇ ଅଞ୍ଚଳରେ ବୋଲି ସୂଚନା ମିଳିଛି I ଆଜି ସକାଳେ ଘରେ କେହି ନଥିବାବେଳେ ପୂଜା ନିଜ ଦେହରେ ନିଆଁ ଲଗାଇ […]

Samaya Live Picture
Published On

ବ୍ରହ୍ମପୁର : ନିଜକୁ ନିଜେ ଜାଳିଦେଲେ କଲେଜ ଛାତ୍ରୀ I ଘରେ କେହି ନଥିବାବେଳେ ପେଟ୍ରୋଲ ଢଳିହୋଇ ଆତ୍ମହତ୍ୟା କରିଛନ୍ତି ଜଣେ + ୨ ଛାତ୍ରୀ I ତାଙ୍କ ନାଁ ପୂଜା ଗୌଡ଼ I ସେ +୨ ପ୍ରଥମ ବର୍ଷର ଛାତ୍ରୀ ଥିବାବେଳେ ତାଙ୍କ ଘର ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଆସିକା ବ୍ଲକ ଭେଟନଇ ଅଞ୍ଚଳରେ ବୋଲି ସୂଚନା ମିଳିଛି I

ଆଜି ସକାଳେ ଘରେ କେହି ନଥିବାବେଳେ ପୂଜା ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ I ଏହାଦେଖି ଗ୍ରାମବାସୀ ମାନେ ପହ୍ବଛି ନିଆଁକୁ ଆୟତ୍ତ ଜାରିଥିଲେ I ମାତ୍ର ସେତେବେଳକୁ ପୂଜାଙ୍କର ମୃତ୍ୟୁ ହୋଇସାରିଥିଲା I ତାଙ୍କ ଆତ୍ମହତ୍ୟାର କାରଣଏପର୍ଯ୍ୟନ୍ତ ଜଣାପଡି ନଥିବାବେଳେ ଘଟଣାସ୍ଥଳରେ କୋଟିନଡା ଥାନା ପୋଲିସ ପହଂଚି ତଦନ୍ତ ଜାରି ରଖିଛି I

Tags: