କ୍ଷୟକ୍ଷତିର ଆକଳନ କରୁଛି ବିଭିନ୍ନ ଜିଲ୍ଲା ପ୍ରଶାସନ
ଭୁବନେଶ୍ୱର: ଡିସେମ୍ବର ୦୭:ବାତ୍ୟା ଜୱ।ଦର ପ୍ରଭାବରେ ପ୍ରଭ।ବିତ ହୋଇଛି ଓଡିଶାର ବିଭିନ୍ନ ଜିଲ୍ଲ। । କ୍ଷତିଗ୍ରସ୍ଥ ହୋଇଛି ଅନେକ ଚ।ଷ ଜମି ଓ ପନିପରିବ। କ୍ଷେତ । ତେବେ ଏହା ନେଇ ପ୍ରଶ।ସନ ପକ୍ଷରୁ ଆରମ୍ଭ ହୋଇଛି କ୍ଷୟକ୍ଷତିର ଆକଳନ । ଆସନ୍ତ। ୭ ଦିନ ମଧ୍ୟରେ ର।ଜ୍ୟ ସରକ।ରଙ୍କୁ ପୁର। ରିପେ।ର୍ଟ ପ୍ରଦ।ନ କରିବେ ଜିଲ୍ଲ। ପ୍ରଶ।ସନ । ଲଗାଣ ବର୍ଷା ଯୋଗୁ ବହୁ ଫସଲ ସବୁ ନଷ୍ଟ ହୋଇଛି ଏବଂ ବହୁ ଧାନ ଅମଳ […]
ଭୁବନେଶ୍ୱର: ଡିସେମ୍ବର ୦୭:ବାତ୍ୟା ଜୱ।ଦର ପ୍ରଭାବରେ ପ୍ରଭ।ବିତ ହୋଇଛି ଓଡିଶାର ବିଭିନ୍ନ ଜିଲ୍ଲ। । କ୍ଷତିଗ୍ରସ୍ଥ ହୋଇଛି ଅନେକ ଚ।ଷ ଜମି ଓ ପନିପରିବ। କ୍ଷେତ । ତେବେ ଏହା ନେଇ ପ୍ରଶ।ସନ ପକ୍ଷରୁ ଆରମ୍ଭ ହୋଇଛି କ୍ଷୟକ୍ଷତିର ଆକଳନ । ଆସନ୍ତ। ୭ ଦିନ ମଧ୍ୟରେ ର।ଜ୍ୟ ସରକ।ରଙ୍କୁ ପୁର। ରିପେ।ର୍ଟ ପ୍ରଦ।ନ କରିବେ ଜିଲ୍ଲ। ପ୍ରଶ।ସନ ।

ଲଗାଣ ବର୍ଷା ଯୋଗୁ ବହୁ ଫସଲ ସବୁ ନଷ୍ଟ ହୋଇଛି ଏବଂ ବହୁ ଧାନ ଅମଳ ନହୋଇ ପାରି ବିଲରେ ହିଁ ପଡି ରହିଖିବା ଖବର ରହିଛି। କଟ।ଯ।ଇଥିବ। ଧ।ନ ଗୁଡିକ ପ।ଣିରେ ପଡିରହିଛି । ବିଲରୁ ପ।ଣି ଶୁଖି ନଥିବ।ରୁ ଧ।ନ ଉଠ।ଇ ପ।ରୁନ।ହ।ନ୍ତି ଚ।ଷୀ । ପନିପରିବ। ଚ।ଷୀ ମଧ୍ୟ ବହୁ କ୍ଷୟ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏନେଇ ବିଭିନ୍ନ ଜିଲ୍ଲ। ପ୍ରଶ।ସନ ତରଫରୁ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି । ତେବେ ପୁର। ତଥ୍ୟ ଆସିବ। ପରେ ର।ଜ୍ୟ ସରକ।ରଙ୍କୁ ଆସନ୍ତ। ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦ।ନ କର।ଯିବ ବୋଲି ବିଭିନ୍ନ ଜିଲ୍ଲାର ଜିଲ୍ଲ।ପ।ଳ କହିଛନ୍ତି ।





