CMC ବୈଠକରେ ହୋହାଲ୍ଲା
କଟକ : ସିଏମ୍ସି କାଉନସିଲ ବୈଠକରେ ହୋହଲ୍ଲା । ୨୬ ତମ ସିଏମ୍ସି ବୈଠକରେ ହୋହାଲ୍ଲା I ବୈଠକ ଅଧାରୁ ଉଠି ଆସିଲେ ଅନେକ କର୍ପୋରେଟର । ମେୟରଙ୍କୁ ବିରୋଧ କରି ବୈଠକ ଛାଡିଲେ କର୍ପୋରେଟର । ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ମାନେ ମଧ୍ୟ କକ୍ଷ ତ୍ୟାଗ କରିଛନ୍ତି । ତେବେ ଗତ ବୈଠକରେ ଅନେକ ସରକାରୀ ଅଧିକାରୀ ଅନୁପସ୍ଥିତ ଥିଲେ । ଯାହାକୁ ଅସନ୍ତୁଷ୍ଟ କର୍ପୋରେଟର ମାନେ ବିରୋଧ କରୁଛନ୍ତି ।

Tags: