ଦିନକର ଦରମା ଦାନ କଲେ ଶିକ୍ଷକ-ଶିକ୍ଷୟତ୍ରୀ

ସମୟ  ଲାଇଭ, 22/4(ଦୟାରାମ ପନକା): କୋଟପାଡ ବ୍ଲକ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଭାଗୀୟ ଅଧିକାରୀ ଙ୍କ ତରଫରୁ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି।କୋଟପାଡ଼ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ବିଚିତ୍ରା ନନ୍ଦ ସେଠି ଙ୍କ ନେତୃତ୍ୱରେ ସ୍ଥାନୀୟ icici bank ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଖାତାରେ ଏହି ଟଙ୍କା ଜମା କରାଯାଇଛି।ଶିକ୍ଷକ ଶିକ୍ଷୟିତ୍ରୀ ଓ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ୩,୭୩,୦୦୦ ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ପାଣ୍ଠିକୁ ପ୍ରଦାନ […]

Samaya Live Picture
Published On

ସମୟ  ଲାଇଭ, 22/4(ଦୟାରାମ ପନକା): କୋଟପାଡ ବ୍ଲକ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଭାଗୀୟ ଅଧିକାରୀ ଙ୍କ ତରଫରୁ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି।କୋଟପାଡ଼ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ବିଚିତ୍ରା ନନ୍ଦ ସେଠି ଙ୍କ ନେତୃତ୍ୱରେ ସ୍ଥାନୀୟ icici bank ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଖାତାରେ ଏହି ଟଙ୍କା ଜମା କରାଯାଇଛି।ଶିକ୍ଷକ ଶିକ୍ଷୟିତ୍ରୀ ଓ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ୩,୭୩,୦୦୦ ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ପାଣ୍ଠିକୁ ପ୍ରଦାନ କରାଗଲା।କରନା ମୁକାବିଲା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଏହି ପ୍ରୟାସ କୁ ସାଧାରଣ ରେ ପ୍ରଶଂସା କରାଯାଇଛି।

Tags: