ଶ୍ରୀମନ୍ଦିରରେ ଭିତରେ ହାତାହାତି

ପୁରୀ : ବେହରଣ ଦ୍ୱାର ନିକଟରେ ୨ ସେବାୟତ ପରିବାର ମଧ୍ୟରେ ପିଟାପିଟି । ଆକ୍ରମଣରେ ଜଣେ ବରିଷ୍ଠ ସେବାୟତଙ୍କ ମୁହଁ ଫାଟି ରକ୍ତାକ୍ତ ହୋଇଛନ୍ତି । ପାଦୁକ ବଣ୍ଟନକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣା ପଡିଛି । ଶ୍ରଦ୍ଧାଳୁଙ୍କୁ ପାଦୁକ ଦେଇ ଟଙ୍କା ଆଦାୟକୁ ନେଇ ପୂର୍ବରୁ ମଧ୍ୟ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଏହି ଘଟଣାର ସମାଧାନ ପାଇଁ ସେମାନଙ୍କୁ ସିଂହଦ୍ୱାର ଥାନାକୁ ନିଆଯାଇଥିଲା । ତେବେ […]

Samaya Live Picture
Published On

ପୁରୀ : ବେହରଣ ଦ୍ୱାର ନିକଟରେ ୨ ସେବାୟତ ପରିବାର ମଧ୍ୟରେ ପିଟାପିଟି । ଆକ୍ରମଣରେ ଜଣେ ବରିଷ୍ଠ ସେବାୟତଙ୍କ ମୁହଁ ଫାଟି ରକ୍ତାକ୍ତ ହୋଇଛନ୍ତି । ପାଦୁକ ବଣ୍ଟନକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣା ପଡିଛି । ଶ୍ରଦ୍ଧାଳୁଙ୍କୁ ପାଦୁକ ଦେଇ ଟଙ୍କା ଆଦାୟକୁ ନେଇ ପୂର୍ବରୁ ମଧ୍ୟ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଏହି ଘଟଣାର ସମାଧାନ ପାଇଁ ସେମାନଙ୍କୁ ସିଂହଦ୍ୱାର ଥାନାକୁ ନିଆଯାଇଥିଲା । ତେବେ ସେଠାରେ ମଧ୍ୟ ହାତାହାତି ହୋଇଥିବା ସୂଚନା ମିଳିଛି ।

Tags: