ବଢୁଛି ରୌଦ୍ର ତାପ ଅଂଶୁଘାତ,ଡାଇରିଆ ଏବଂ ଅଗ୍ନିକାଣ୍ଡ ର ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ

ଭୁବନେଶ୍ୱର : ଅଂଶୁଘାତ ଓ ଡ଼ାଇରିଆର ମୁକାବିଲା ପାଇଁ ଆଗୁଆ ସତର୍କତା I ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଦ୍ୱାରା ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା I ରାଜ୍ୟର ସମସ୍ତ ହସ୍ପିଟାଲ ଓ ବିଭିନ୍ନ ବିଭାଗକୁ ଏନେଇ ଚିଠି ଦ୍ୱାରା ଅବଗତ କରାଇ ଦିଆ ଯାଇଛି I ରାଜ୍ୟର ହିଟ ୱେଭ ଜାରି ରହିଥିବା ବେଳେ ଅଂଶୁଘାତ ଏବଂ ଡ଼ାଇରିଆର କିପରି ମୁକାବିଲା କରିହେବ ସେ ନେଇ ସତର୍କ ରହିବା ସହିତ ଆଗୁଆ […]

Samaya Live Picture
Published On

ଭୁବନେଶ୍ୱର : ଅଂଶୁଘାତ ଓ ଡ଼ାଇରିଆର ମୁକାବିଲା ପାଇଁ ଆଗୁଆ ସତର୍କତା I ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଦ୍ୱାରା ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା I ରାଜ୍ୟର ସମସ୍ତ ହସ୍ପିଟାଲ ଓ ବିଭିନ୍ନ ବିଭାଗକୁ ଏନେଇ ଚିଠି ଦ୍ୱାରା ଅବଗତ କରାଇ ଦିଆ ଯାଇଛି I ରାଜ୍ୟର ହିଟ ୱେଭ ଜାରି ରହିଥିବା ବେଳେ ଅଂଶୁଘାତ ଏବଂ ଡ଼ାଇରିଆର କିପରି ମୁକାବିଲା କରିହେବ ସେ ନେଇ ସତର୍କ ରହିବା ସହିତ ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦିଆ ଯାଇଛି I ସେହିପରୀ ରୌଦ୍ର ତାପରେ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିପାରେ ସେନେଇ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି I

Tags: