୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯାଇ ବିଜେପି ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ । ୩୦ ତାରିଖରେ ପଶ୍ଚିମ ସିଂହଭୂମ ର ଜଗନ୍ନାଥ ପୁର ଏବଂ ୧ ତାରିଖରେ ଚାଇଁବସା କଲହାନ ଯିବାର କାର୍ଯ୍ୟକ୍ରମ ରହିଛି । ଉଭୟ ସ୍ଥାନରେ ସଂଖ୍ୟାଧିକ ଓଡ଼ିଆ ବାସସ୍ଥାନ କରୁଛନ୍ତି । ଆଗକୁ ଝାଡ଼ଖଣ୍ଡର ନିର୍ବାଚନ ଥିବାରୁ ଗତକାଲି ଝାଡ଼ଖଣ୍ଡ […]

Samaya Live Picture
Published On

ଭୁବନେଶ୍ୱର : ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯାଇ ବିଜେପି ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ । ୩୦ ତାରିଖରେ ପଶ୍ଚିମ ସିଂହଭୂମ ର ଜଗନ୍ନାଥ ପୁର ଏବଂ ୧ ତାରିଖରେ ଚାଇଁବସା କଲହାନ ଯିବାର କାର୍ଯ୍ୟକ୍ରମ ରହିଛି । ଉଭୟ ସ୍ଥାନରେ ସଂଖ୍ୟାଧିକ ଓଡ଼ିଆ ବାସସ୍ଥାନ କରୁଛନ୍ତି । ଆଗକୁ ଝାଡ଼ଖଣ୍ଡର ନିର୍ବାଚନ ଥିବାରୁ ଗତକାଲି ଝାଡ଼ଖଣ୍ଡ ବିଜେପି ର ସହ ପ୍ରଭାରୀ ଆସାମ ମୁଖ୍ୟମନ୍ତ୍ରୀ ହିମାନତ ବିଶ୍ବଶର୍ମା ଓଡିଶା ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଥିଲେ ।

Tags: