ଆଜିଠାରୁ ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ୨ ଦିନିଆ ଝାଡ଼ଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ଆଜି ପଶ୍ଚିମ ସିଂଭୂମର ଜଗନ୍ନାଥପୁରରେ ପହଞ୍ଚି ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ । ଆସନ୍ତାକାଲି ଚାଇଁବାସାର କୋଲହାନ ଯାଇ ସେଠାରେ ଥିବା ଓଡ଼ିଆଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ଏହାସହ ପଶ୍ଚିମ ସିଂହଭୂମର ଜଗନ୍ନାଥପୁରରେ ପ୍ରାକ୍ ନିର୍ବାଚନ ଶୋଭାଯାତ୍ରାରେ ଯୋଗଦେବେ। ଆଗକୁ ଝାରଖଣ୍ଡରେ ନିର୍ବାଚନ ହେବାକୁ ଥିବାରୁ ଏହାପୂର୍ବରୁ ବିଜେପି ପ୍ରାକ ପ୍ରସ୍ତୁତି ଆରମ୍ଭ କରିଥିବା କୁହାଯାଉଛି । […]

Samaya Live Picture
Published On

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ୨ ଦିନିଆ ଝାଡ଼ଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ଆଜି ପଶ୍ଚିମ ସିଂଭୂମର ଜଗନ୍ନାଥପୁରରେ ପହଞ୍ଚି ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ । ଆସନ୍ତାକାଲି ଚାଇଁବାସାର କୋଲହାନ ଯାଇ ସେଠାରେ ଥିବା ଓଡ଼ିଆଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ଏହାସହ ପଶ୍ଚିମ ସିଂହଭୂମର ଜଗନ୍ନାଥପୁରରେ ପ୍ରାକ୍ ନିର୍ବାଚନ ଶୋଭାଯାତ୍ରାରେ ଯୋଗଦେବେ।

ଆଗକୁ ଝାରଖଣ୍ଡରେ ନିର୍ବାଚନ ହେବାକୁ ଥିବାରୁ ଏହାପୂର୍ବରୁ ବିଜେପି ପ୍ରାକ ପ୍ରସ୍ତୁତି ଆରମ୍ଭ କରିଥିବା କୁହାଯାଉଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସୁନ୍ଦରଗଡ଼, ମୟୂରଭଞ୍ଜ ,କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର ବିଜେପିର ବରିଷ୍ଠ ନେତା, ସାଂସଦ, ବିଧାୟକ ବି ଝାଡ଼ଖଣ୍ଡ ଯିବେ ବୋଲି ସୂଚନା ମିଳିଛି।

Tags: