ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିଜାଇନରେ ହେବ ପରିବର୍ତନ
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିଜାଇନରେ ହେବ ପରିବର୍ତ୍ତନ । ପୁରୁଣା ଡିଜାଇନ ସହ ଆଉ କିଛି ନୂଆ ଆଡ଼ କରାଯିବ । ୨-୩ ମାସ ମଧ୍ୟରେ କାମ ଆରମ୍ଭ ହେବ । ବିଶେଷକରି ଘୃତ ଯଜ୍ଞ ,ଅନ୍ନ ଯଜ୍ଞ ,ଜ୍ଞାନ ମଣ୍ଡପ ବ୍ୟବସ୍ଥା ହେବ । ଲୋକଙ୍କ ଧର୍ମୀୟ ଭାବନା ଜଡିତ ଥିବାରୁ ବିଚାର ବିମର୍ଷ ଚାଲିଛି,ଆଲସଚନ ପରେ କାମ ଆରମ୍ଭ ହେବ ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Tags: