ଆସନ୍ତା ୧୨ରେ ପ୍ରକାଶ ପାଇବ CBSE ପରୀକ୍ଷା ଫଳ

ଭୁବନେଶ୍ୱର : ଆସନ୍ତା ୧୨ରେ ପ୍ରକାଶ ପାଇବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ପରୀକ୍ଷା ଫଳ । ଜାତୀୟ ଗଣମାଧ୍ୟମର ସୂଚନାନୁସାରେ ଆସନ୍ତା ମେ ମାସ ତୃତୀୟ ସପ୍ତାହରେ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ରେଜଲ୍ଟ ପ୍ରକଶ ପାଇବ । ତେବେ ଚଳିତ ବର୍ଷ ମେରିଟ ଲିଷ୍ଟ ପ୍ରକାଶ ପାଇବା ନାହିଁ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ମିଳିଛି । ସୂଚନାନୁସାରେ,ଚଳିତ ବର୍ଷ CBSE ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ ତାରିଖରୁ ମାର୍ଚ୍ଚ ୧୩ […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତା ୧୨ରେ ପ୍ରକାଶ ପାଇବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ପରୀକ୍ଷା ଫଳ । ଜାତୀୟ ଗଣମାଧ୍ୟମର ସୂଚନାନୁସାରେ ଆସନ୍ତା ମେ ମାସ ତୃତୀୟ ସପ୍ତାହରେ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ରେଜଲ୍ଟ ପ୍ରକଶ ପାଇବ । ତେବେ ଚଳିତ ବର୍ଷ ମେରିଟ ଲିଷ୍ଟ ପ୍ରକାଶ ପାଇବା ନାହିଁ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ମିଳିଛି ।

ସୂଚନାନୁସାରେ,ଚଳିତ ବର୍ଷ CBSE ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ ତାରିଖରୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ହୋଇଥିଲା । ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ଚାଲିଥିଲା । ଚଳିତ ବର୍ଷ ସାରା ଦେଶରେ ମୋଟ ୩୯ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ ।

Tags: