ୱେବସାଇଟରେ ସିବିଏସ୍‌‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେମୀ ପରୀକ୍ଷା ଆସନ୍ତା ୧୫ତାରିଖରୁ ଆରମ୍ଭ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ଆଡମିଟ୍‌‌ କାର୍ଡ ଜାରୀ କରାଯାଇଛି। ସିବିଏସ୍‌‌ଇ ୱେବସାଇଟ www.cbse.gov.in ରେ ଆଡମିଟ୍‌‌ କାର୍ଡ ଉପଲବ୍ଧ ହେଉଛି। ଏହି ୱେବସାଇଟ୍‌‌ରେ ବିଦ୍ୟାଳୟଗୁଡ଼ିକ ଲଗ୍‌‌ଇନ୍‌‌ କରି ଆଡମିଟ୍‌‌ କାର୍ଡ ଡାଉନଲୋଡ୍‌‌ କରିପାରିବେ। ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟରୁ ଆଡମିଟ୍‌‌ କାର୍ଡ ନେବେ। ଦିନେରୁ ଦୁଇଦିନ ମଧ୍ୟରେ ଆଡମିଟ୍‌‌ କାର୍ଡ ବଣ୍ଟନ କାର୍ଯ୍ୟ ଆରମ୍ଭ […]

Samaya Live Picture
Published On

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେମୀ ପରୀକ୍ଷା ଆସନ୍ତା ୧୫ତାରିଖରୁ ଆରମ୍ଭ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ଆଡମିଟ୍‌‌ କାର୍ଡ ଜାରୀ କରାଯାଇଛି। ସିବିଏସ୍‌‌ଇ ୱେବସାଇଟ www.cbse.gov.in ରେ ଆଡମିଟ୍‌‌ କାର୍ଡ ଉପଲବ୍ଧ ହେଉଛି। ଏହି ୱେବସାଇଟ୍‌‌ରେ ବିଦ୍ୟାଳୟଗୁଡ଼ିକ ଲଗ୍‌‌ଇନ୍‌‌ କରି ଆଡମିଟ୍‌‌ କାର୍ଡ ଡାଉନଲୋଡ୍‌‌ କରିପାରିବେ। ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟରୁ ଆଡମିଟ୍‌‌ କାର୍ଡ ନେବେ। ଦିନେରୁ ଦୁଇଦିନ ମଧ୍ୟରେ ଆଡମିଟ୍‌‌ କାର୍ଡ ବଣ୍ଟନ କାର୍ଯ୍ୟ ଆରମ୍ଭ କରିବେ। ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୩ତାରିଖରେ ଏବଂ ଦ୍ୱାଦଶ ପରୀକ୍ଷା ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ରେ ସରିବ।

Tags: