ଏମ୍ସରେ ସିବିଆଇ ରେଡ

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ । ଜାଲ କାଗଜପତ୍ର ଅଭିଯୋଗରେ ରେଡ କରୁଛି ସିବିଆଇ । ଜାଲ କାଗଜପତ୍ର ଦେଇ ନିଯୁକ୍ତି ଅନିୟମିତତା ଅଭିଯୋଗରେ ରେଡ ଚାଲିଛି । ଜାଲି ଡକ୍ୟୁମେଣ୍ଟ ରାକେଟରେ କିଏ କିଏ ସମ୍ପୃକ୍ତ ଆସିଛନ୍ତି ସେ ନେଇ ଛାନଭିନ କରୁଛି ସିବିଆଇ । ଆଜି ସକାଳ ଠାରୁ ସିବିଆଇର ୧୨ ଜଣିଆ ଟିମ ପହଂଚି ଚଲାଇଛି ତନାଘନା । ସିବିଆଇ ରେଡ୍ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ […]

ଏମ୍ସରେ ସିବିଆଇ ରେଡ
Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ । ଜାଲ କାଗଜପତ୍ର ଅଭିଯୋଗରେ ରେଡ କରୁଛି ସିବିଆଇ । ଜାଲ କାଗଜପତ୍ର ଦେଇ ନିଯୁକ୍ତି ଅନିୟମିତତା ଅଭିଯୋଗରେ ରେଡ ଚାଲିଛି । ଜାଲି ଡକ୍ୟୁମେଣ୍ଟ ରାକେଟରେ କିଏ କିଏ ସମ୍ପୃକ୍ତ ଆସିଛନ୍ତି ସେ ନେଇ ଛାନଭିନ କରୁଛି ସିବିଆଇ । ଆଜି ସକାଳ ଠାରୁ ସିବିଆଇର ୧୨ ଜଣିଆ ଟିମ ପହଂଚି ଚଲାଇଛି ତନାଘନା । ସିବିଆଇ ରେଡ୍ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ କରିଥିବା ମଧ୍ୟ ଜଣାପଡିଛି । ଜାଲ୍ କାଗଜପତ୍ର ନେଇ ୫ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି ।

I

Tags: