ରତ୍ନଭଣ୍ଡାର ଚାବି ହଜିବା ମାମଲା,ବଡ଼ଦିନ ଛୁଟିପରେ ଶୁଣାଣି

ଭୁବନେଶ୍ୱର : ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ସରକାରଙ୍କୁ ଶେଷ ମହଲତ I ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇପାରିନି ଜବାବ ଦାଖଲ। ବଡ଼ଦିନ ଛୁଟି ପରେ ହେବ ପରବର୍ତ୍ତୀ ଶୁଣାଣି। ଜବାବ ଦାଖଲ ପାଇଁ ଶେଷ ମହଲତ ଦେଇଛନ୍ତି ହାଇକୋର୍ଟ। ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରତ୍ନଭଣ୍ଡାର ଚାବି ହଜିବା ପଛରେ କ’ଣ ରହିଛି କାରଣ। ତଦନ୍ତ କମିଶନ ରିପୋର୍ଟ ସମ୍ପର୍କରେ ଜବାବ ମାଗିଛନ୍ତି ହାଇକୋର୍ଟ। ଆଜି ରତ୍ନଭଣ୍ଡାର […]

Samaya Live Picture
Published On

ଭୁବନେଶ୍ୱର : ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ସରକାରଙ୍କୁ ଶେଷ ମହଲତ I ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇପାରିନି ଜବାବ ଦାଖଲ। ବଡ଼ଦିନ ଛୁଟି ପରେ ହେବ ପରବର୍ତ୍ତୀ ଶୁଣାଣି। ଜବାବ ଦାଖଲ ପାଇଁ ଶେଷ ମହଲତ ଦେଇଛନ୍ତି ହାଇକୋର୍ଟ। ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରତ୍ନଭଣ୍ଡାର ଚାବି ହଜିବା ପଛରେ କ’ଣ ରହିଛି କାରଣ। ତଦନ୍ତ କମିଶନ ରିପୋର୍ଟ ସମ୍ପର୍କରେ ଜବାବ ମାଗିଛନ୍ତି ହାଇକୋର୍ଟ। ଆଜି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଶୁଣାଣି ହେଉଥିଲା I କିନ୍ତୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଜବାବ ନ ରଖି ଏଥିପାଇଁ ଅଧିକ ସମୟ ଲୋଡିଥିଲା I

Tags: