ବସ ଟ୍ରକ ମୁହାଁ-ମୁହିଁ ଧକ୍କା ,୨୫ ରୁ ଉର୍ଧ୍ଵ ଯାତ୍ରୀ ଆହତ

ଆଠଗଡ଼ : ଯାତ୍ରୀବାହୀ ବସ ଟ୍ରକ ମୁହାଁ-ମୁହିଁ ଧକ୍କା ହୋଇ ୨୫ ରୁ ଉର୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କଟକ ଜିଲ୍ଲା ଆଠଗଡ଼ ଥାନା ମୁଣ୍ଡଳୀ ଛକ ଛତାବର ନିକଟରେ ଏହି ଦୁର୍ଘଟଣା ଘଟିଛି । ବସଟି ଆଠଗଡ଼ରୁ ଯାତ୍ରୀ ନେଇ କଟକ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା I ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର ସଠିକ କାରଣ ଜଣାପଡି ନାହିଁ । […]

ବସ ଟ୍ରକ ମୁହାଁ-ମୁହିଁ ଧକ୍କା ,୨୫ ରୁ ଉର୍ଧ୍ଵ ଯାତ୍ରୀ ଆହତ
Samaya Live Picture
Published On

ଆଠଗଡ଼ : ଯାତ୍ରୀବାହୀ ବସ ଟ୍ରକ ମୁହାଁ-ମୁହିଁ ଧକ୍କା ହୋଇ ୨୫ ରୁ ଉର୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କଟକ ଜିଲ୍ଲା ଆଠଗଡ଼ ଥାନା ମୁଣ୍ଡଳୀ ଛକ ଛତାବର ନିକଟରେ ଏହି ଦୁର୍ଘଟଣା ଘଟିଛି । ବସଟି ଆଠଗଡ଼ରୁ ଯାତ୍ରୀ ନେଇ କଟକ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା I ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର ସଠିକ କାରଣ ଜଣାପଡି ନାହିଁ । ଘଟଣାସ୍ଥଳରେ ପୋଲିସ ସହିତ ଉଦ୍ଧାରକାରୀ ଦଳ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

Tags: