ସୋର ନିକଟରେ ବସ-ଟ୍ରକ ମୁହାଁମୁହିଁ ଧକ୍କା
ସୋର : ବସ-ଟ୍ରକ ମୁହାଁମୁହିଁ ଧକ୍କା । ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସର ସାମ୍ନା ପଟୁ ଧକ୍କା ଦେଇଛି ଟ୍ରକ । ଦୁର୍ଘଟଣା ସ୍ଥଳରେ ଟ୍ରକ ଭିତରେ ଚାପି ହୋଇ ରହିଛନ୍ତି ଟ୍ରକ ଡ୍ରାଇଭର। ସୋର କଲେଜ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ବସ ଭିତରେ ୪୦ ଜଣ ଯାତ୍ରୀ ଥିବାବେଳେ ସମସ୍ତେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଦୁର୍ଘଟଣାସ୍ଥଳରେ ସୋର ପୋଲିସ ସହିତ ଦମକଳ ବାହିନୀ […]
ସୋର : ବସ-ଟ୍ରକ ମୁହାଁମୁହିଁ ଧକ୍କା । ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସର ସାମ୍ନା ପଟୁ ଧକ୍କା ଦେଇଛି ଟ୍ରକ । ଦୁର୍ଘଟଣା ସ୍ଥଳରେ ଟ୍ରକ ଭିତରେ ଚାପି ହୋଇ ରହିଛନ୍ତି ଟ୍ରକ ଡ୍ରାଇଭର। ସୋର କଲେଜ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ବସ ଭିତରେ ୪୦ ଜଣ ଯାତ୍ରୀ ଥିବାବେଳେ ସମସ୍ତେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଦୁର୍ଘଟଣାସ୍ଥଳରେ ସୋର ପୋଲିସ ସହିତ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
Tags:




