ଟ୍ରଲରକୁ ପିଟିଲା ବସ,୧୦ ଆହତ

ବାଣପୁର : କଟକ ଉପକଣ୍ଠ ଭାଣପୁରରେ ବସ୍ ଦୁର୍ଘଟଣା। ରାଉରକେଲାରୁ ଭୁବନେଶ୍ବର ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବସ ଡ୍ରାଇଭରଙ୍କ ସହ ୧୦ ଯାତ୍ରୀ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ସୂଚନାମୁତାବକ ଆଜି ସକାଳେ ଏକ ଘରୋଇ ରାତ୍ରିକାଳୀନ ଯାତ୍ରୀବାହୀ ବସ ସୁନ୍ଦରଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ଭୋର ପ୍ରାୟ ୫ ଟା ସମୟରେ ବସଟି ବାଣପୁର ନିକଟରେ ଏକ ତରଲୋରକୁ ପଛପଟୁ […]

Samaya Live Picture
Published On

ବାଣପୁର : କଟକ ଉପକଣ୍ଠ ଭାଣପୁରରେ ବସ୍ ଦୁର୍ଘଟଣା। ରାଉରକେଲାରୁ ଭୁବନେଶ୍ବର ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବସ ଡ୍ରାଇଭରଙ୍କ ସହ ୧୦ ଯାତ୍ରୀ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି ।

ସୂଚନାମୁତାବକ ଆଜି ସକାଳେ ଏକ ଘରୋଇ ରାତ୍ରିକାଳୀନ ଯାତ୍ରୀବାହୀ ବସ ସୁନ୍ଦରଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ଭୋର ପ୍ରାୟ ୫ ଟା ସମୟରେ ବସଟି ବାଣପୁର ନିକଟରେ ଏକ ତରଲୋରକୁ ପଛପଟୁ ଧକ୍କା ଦେଇଥିଲା I ଫଳରେ ବସ ଭିତରେ ଥିବା ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ବସ ଭିତରେ ଡ୍ରାଇଭର ଜଣକ ଚାପି ହୋଇ ରହି ଯାଇଥିଲେ I ତାଙ୍କୁ ବହୁ କଷ୍ଟରେ ପୋଲିସ ବସ ଭିତରୁ ବାହାର କରି ମେଡିକାଲ ପଠାଇଛି । ଡ୍ରାଇଭର ଅବସ୍ଥା ସଂକଟାପନ୍ନରହିଥିବା ଜଣାପଡିଛି ।

Tags: