ବାପା-ମା’ଙ୍କୁ ମରଣାନ୍ତକ ଆକ୍ରମଣ କଲା ନୃଶଂସ ପୁଅ

ଚାନ୍ଦବାଲି: ପାରିବାରିକ କଳହର ଉଗ୍ରରୂପ । ସମ୍ପତ୍ତି ପାଇଁ ବାପା ମା’ଙ୍କୁ ମରଣାନ୍ତକ ଆକ୍ରମଣ କଲା ନୃଶଂସ ପୁଅ । ଏଭଳି ନାରକୀୟ କାଣ୍ଡ ଘଟିଛି ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ଖେରଙ୍ଗ ପଂଚାୟତ ତଳବନ୍ଧ ଗାଁରେ। ଅଭିଯୁକ୍ତ ପୁଅ ହେଉଛି ମନୋଜ ନାୟକ ଏବଂ ଆକ୍ରମଣର ଶିକାର ହୋଇଥିବା ବାପା ମା’ ହେଉଛନ୍ତି ମଧୁସୂଦନ ନାୟକ ଓ ମାଧୁରୀ ନାୟକ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚାନ୍ଦବାଲି ମେଡିକାଲରେ ଭର୍ତି କରାଯାଇଥିଲା। […]

ବାପା-ମା’ଙ୍କୁ ମରଣାନ୍ତକ ଆକ୍ରମଣ କଲା ନୃଶଂସ ପୁଅ
Samaya Live Picture
Published On

ଚାନ୍ଦବାଲି: ପାରିବାରିକ କଳହର ଉଗ୍ରରୂପ । ସମ୍ପତ୍ତି ପାଇଁ ବାପା ମା’ଙ୍କୁ ମରଣାନ୍ତକ ଆକ୍ରମଣ କଲା ନୃଶଂସ ପୁଅ । ଏଭଳି ନାରକୀୟ କାଣ୍ଡ ଘଟିଛି ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ଖେରଙ୍ଗ ପଂଚାୟତ ତଳବନ୍ଧ ଗାଁରେ। ଅଭିଯୁକ୍ତ ପୁଅ ହେଉଛି ମନୋଜ ନାୟକ ଏବଂ ଆକ୍ରମଣର ଶିକାର ହୋଇଥିବା ବାପା ମା’ ହେଉଛନ୍ତି ମଧୁସୂଦନ ନାୟକ ଓ ମାଧୁରୀ ନାୟକ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚାନ୍ଦବାଲି ମେଡିକାଲରେ ଭର୍ତି କରାଯାଇଥିଲା। ଅବସ୍ଥା ସଂକଟପର୍ଣ୍ଣ ହେବାରୁ ପରେ ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Tags: