ସର୍ପାଘାତରେ ଭାଇ ଭଉଣୀ ମୃତ

ବଲାଙ୍ଗୀର : ସାପ କାମୁଡାରେ ଗଲା ଭାଇ ଭଉଣୀଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ସହରରେ। ବଲାଙ୍ଗିର ମାଲଗୋଦାମ ପଡାର ଅବଦୁଲ ରେହେମାନଙ୍କ ଦୁଇ ପୁଅ ଝିଅଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ରାତି ଘରେ ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି । ଉଭୟଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ଅଣାଯାଇଥିଲା ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ମୃତଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ […]

ସର୍ପାଘାତରେ ଭାଇ ଭଉଣୀ ମୃତ
Samaya Live Picture
Published On

ବଲାଙ୍ଗୀର : ସାପ କାମୁଡାରେ ଗଲା ଭାଇ ଭଉଣୀଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ସହରରେ। ବଲାଙ୍ଗିର ମାଲଗୋଦାମ ପଡାର ଅବଦୁଲ ରେହେମାନଙ୍କ ଦୁଇ ପୁଅ ଝିଅଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ରାତି ଘରେ ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି । ଉଭୟଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ଅଣାଯାଇଥିଲା ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ମୃତଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ କେଉଁ ବିଷାକ୍ତ ସାପ କାମୁଡିଛି ତାହା ସ୍ପଷ୍ଟ ହୋଇନାହିଁ ।

Tags: