ନଭେମ୍ବର ୨୧ରୁ ଧାନ କିଣା

ଭୁବନେଶ୍ୱର : ନଭେମ୍ବର ୨୧ ରୁ ହେବ ଧାନ କିଣା । ଚଳିତ ଖରିଫ ଋତୁ ପାଇଁ ନଭେମ୍ବର ୨୧ ରୁ ଧାନ କିଣାଯିବ । ଏନେଇ ମନ୍ତ୍ରୀ ସ୍ତରୀୟ ବୈଠକରେ ନିଷ୍ପତି ହୋଇଛି । ଚଳିତ ବର୍ଷ ୮୦ ଲକ୍ଷ ଟାଣ ଧାନ କିଣିବାକୁ ଲକ୍ଷ ଧାର୍ଯ୍ୟ ହୋଇଛି । ପ୍ରଥମେ ବରଗଡ଼ ଜିଲ୍ଲାରୁ ଧାନ କିଣା ନେଇ ନିଷ୍ପତି ହୋଇଛି ।

Samaya Live Picture
Published On

Tags: