ରାସ୍ତା ପାର୍ଶ୍ଵରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପିପିଲି : ରାସ୍ତା ପାର୍ଶ୍ୱ ବୁଦା ମୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତା ଦାଣ୍ଡମୁକୁନ୍ଦପୁର ନିକଟରେ ଏହା ଦେଖିବାକୁ ମିଳିଥିଲା। ମୃତଦେହ ନିକଟରେ ପଡିଥିବା ଏକ ବ୍ୟାଗରୁ ପୁଲିସ୍ କିଛି ପୋଷାକ, ମୋବାଇଲ ଫୋନ ଏବଂ ଚପଲ ଜବତ କରିଛି। ମୃତ ଯୁବକ ନିମାପଡା ଥାନା ଅଞ୍ଚଳର ହୋଇଥିବା ଜଣାପଡିଛି। ଖବର ପାଇ ପରିବାର ଲୋକେ ଏବଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ରାସ୍ତା ପାର୍ଶ୍ଵରୁ ଯୁବକଙ୍କ ମୃତଦେହ ଉଦ୍ଧାର
Samaya Live Picture
Published On

Tags: