ମେମୁ ଟ୍ରେନରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
କେନ୍ଦୁଝର : ଖୋର୍ଦ୍ଧା-କେନ୍ଦୁଝର ମେମୁ ଟ୍ରେନରୁ ମୃତଦେହ ଉଦ୍ଧାର । ଟମ୍କା ଷ୍ଟେସନ ନିକଟରେ ଟ୍ରେନ ଭିତରୁ ଜଣେ ଅଜଣା ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହକୁ ଉଦ୍ଧାର କରାଯାଇ ହରିଚନ୍ଦନପୁର ମେଡିକାଲରେ ବ୍ୟବଚ୍ଛେଦ ଲାଗି ଭର୍ତ୍ତି କରାଯାଇଛି । ବର୍ତ୍ତମାନସୁଦ୍ଧା ମୃତ୍ୟୁର କାରଣ ଜଣାପଡିନାହିଁ I ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସୂଚନା ମିଳିଛି ।

Tags: