ବୁଥରେ ବିଏଲଓଙ୍କ ମୃତ୍ୟୁ
ଯାଜପୁର : ଆଜି ସକାଳେ ରାଜ୍ୟରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ I ଏହି ସମୟରେ ଯାଜପୁରରୁ ଆସିଛି ଏକ ଦୁଃଖଦାୟକ ଘଟଣା I ନିର୍ବାଚନ ଡ୍ୟୁଟିରେ ଥିବା BLOଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବିଞ୍ଝାରପୁର ଓଳେଇଚନ୍ଦନପୁର ୧୫୭ନଂ ବୁଥ୍ରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ମୃତ BLO ଙ୍କ ନାଁ ମନୋରଞ୍ଜନ ସାହୁ । ସେ ବୁଥ୍ରେ ହଠାତ ଅସୁସ୍ଥ ପରେ ଅଚେତ ହୋଇ ପଡ଼ିଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବା […]
ଯାଜପୁର : ଆଜି ସକାଳେ ରାଜ୍ୟରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ I ଏହି ସମୟରେ ଯାଜପୁରରୁ ଆସିଛି ଏକ ଦୁଃଖଦାୟକ ଘଟଣା I ନିର୍ବାଚନ ଡ୍ୟୁଟିରେ ଥିବା BLOଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବିଞ୍ଝାରପୁର ଓଳେଇଚନ୍ଦନପୁର ୧୫୭ନଂ ବୁଥ୍ରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ମୃତ BLO ଙ୍କ ନାଁ ମନୋରଞ୍ଜନ ସାହୁ । ସେ ବୁଥ୍ରେ ହଠାତ ଅସୁସ୍ଥ ପରେ ଅଚେତ ହୋଇ ପଡ଼ିଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କରମୃତ୍ୟୁ ଘଟିଥିଲା।




