ଜାନୁୟାରୀରେ ବିଜେପି ସଭାପତି ନିର୍ବାଚନ

ଭୁବନେଶ୍ୱର : ବଦଳିବେ ରାଜ୍ୟ ବିଜେପି ସଭାପତି । ସଭାପତି ପଦ ପାଇଁ ଜାନୁଆରୀରେ ହେବ ନିର୍ବାଚନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି, ଜାନୁଆରୀ ମାସରେ ରାଜ୍ୟ ବିଜେପି ର ନୂଆ ସଭାପତି ନିର୍ବାଚନ ହେବ। ଆମର ଗଣତାନ୍ତ୍ରିକ ଦଳ, ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ। ସାଂଗଠନିକ ର୍ନିବାଚନ ଆରମ୍ଭ ହୋଇଛି, ମଣ୍ଡଳ ର୍ନିବାଚନ ଚାଲିଛି। ଜାନୁଆରୀରେ ସଭାପତି ନିର୍ବାଚନ ହେବ ବୋଲି ସେ କହିଛନ୍ତି।

Samaya Live Picture
Published On

Tags: