ଉପବାଚସ୍ପତି ପଦ ପାଇଁ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ୱର : ମଙ୍ଗଳବାର ଉପବାଚସ୍ପତି ପଦ ପାଇଁ ନାଁ ଘୋଷଣା କରିଛି ବିଜେପି I ସୁନ୍ଦରଗଡ଼ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ହେବେ ଉପବାଚସ୍ପତି । ନାଁ ଘୋଷଣା ପରେ ଆଜି ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ଭବାନୀ । ଆସନ୍ତା କାଲି ହେବ ଉପବାଚସ୍ପତି ନିର୍ବାଚନ I ଭବାନୀ ଶଙ୍କର ଭୋଇ ଦ୍ଵିତୀୟ ଥର ପାଇଁ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି I ୨୦୧୯ ଓ ୨୦୨୪ରେ ସେ ଜିତିଥିଲେ ନିର୍ବାଚନ। ଓଡିଶା […]

Samaya Live Picture
Published On

ଭୁବନେଶ୍ୱର : ମଙ୍ଗଳବାର ଉପବାଚସ୍ପତି ପଦ ପାଇଁ ନାଁ ଘୋଷଣା କରିଛି ବିଜେପି I ସୁନ୍ଦରଗଡ଼ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ହେବେ ଉପବାଚସ୍ପତି । ନାଁ ଘୋଷଣା ପରେ ଆଜି ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ଭବାନୀ । ଆସନ୍ତା କାଲି ହେବ ଉପବାଚସ୍ପତି ନିର୍ବାଚନ I

ଭବାନୀ ଶଙ୍କର ଭୋଇ ଦ୍ଵିତୀୟ ଥର ପାଇଁ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି I ୨୦୧୯ ଓ ୨୦୨୪ରେ ସେ ଜିତିଥିଲେ ନିର୍ବାଚନ। ଓଡିଶା ବିଧାନସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି।

Tags: