ଘସିପୁରାରେ ବିଜେଡି ବିଜୟୀ

ଘସିପୁରା : କଡା ଟକ୍କର ମଧ୍ୟରେ ଘସିପୁରାରେ ବିଜେଡି ବିଜୟଲାଭ କରିଛି I ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ପାତ୍ରଙ୍କର କଡା ଟକ୍କର ହୋଇଥିଲା I ଶେଷରେ ସୌମ୍ୟରଞ୍ଜନଙ୍କ ଠାରୁ ବଦ୍ରି ନାରାୟଣ ପାତ୍ର ୧୩,୭୫୧ ଖଣ୍ଡ ଅଧିକ ଭୋଟ ପାଇ ବିଜୟଲାଭ କରିଛନ୍ତି I ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନଙ୍କୁ ୬୮,୫୫୮ ଭୋଟ ମିଳିଥିବା ବେଳେ ବିଜେଡି ପକ୍ଷରୁ ନିର୍ବାଚନ ଲଢୁଥିବା ବଦ୍ରି ନାରାୟଣ ପାତ୍ରଙ୍କୁ ୮୨,୩୦୯ ଭୋଟ ମିଳିଥିଲା […]

Samaya Live Picture
Published On

ଘସିପୁରା : କଡା ଟକ୍କର ମଧ୍ୟରେ ଘସିପୁରାରେ ବିଜେଡି ବିଜୟଲାଭ କରିଛି I ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ପାତ୍ରଙ୍କର କଡା ଟକ୍କର ହୋଇଥିଲା I ଶେଷରେ ସୌମ୍ୟରଞ୍ଜନଙ୍କ ଠାରୁ ବଦ୍ରି ନାରାୟଣ ପାତ୍ର ୧୩,୭୫୧ ଖଣ୍ଡ ଅଧିକ ଭୋଟ ପାଇ ବିଜୟଲାଭ କରିଛନ୍ତି I ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନଙ୍କୁ ୬୮,୫୫୮ ଭୋଟ ମିଳିଥିବା ବେଳେ ବିଜେଡି ପକ୍ଷରୁ ନିର୍ବାଚନ ଲଢୁଥିବା ବଦ୍ରି ନାରାୟଣ ପାତ୍ରଙ୍କୁ ୮୨,୩୦୯ ଭୋଟ ମିଳିଥିଲା I

Tags: