ସହଦେବ ନାୟକ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି
ଭୁବନେଶ୍ୱର:ସହଦେବ ନାୟକ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ କଲା ବିଜୁ ଜନତା ଦଳ।ମୃତ ସହଦେବ ନାୟକଙ୍କ ପୂର୍ବ ଭିଡିଓ ପୋଲିସର ଭୂମିକାକୁ ସନ୍ଦେହ ଘେରକୁ ଆଣିଛି।ଘଟଣାର ଷଡ଼ଯନ୍ତ୍ରକାରୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜେଡି କହିଛି। ପ୍ରବାସୀ ଭାରତୀୟ ଦିବସ ପାଳନ ସମୟରେ ରାଜଧାନୀରେ ଦିବାଲୋକରେ ହତ୍ୟାକାଣ୍ଡ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି। ଜାତୀୟ ରାଜପଥରେ ଜଣେ ପୋଲିସ ମିତ୍ରଙ୍କ ହତ୍ୟା ହେଉଛି କିନ୍ତୁ ପୋଲିସ ଜାଣିପାରୁନି ବୋଲି ବିଜେଡି କହିଛି।
ଭୁବନେଶ୍ୱର:ସହଦେବ ନାୟକ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ କଲା ବିଜୁ ଜନତା ଦଳ।ମୃତ ସହଦେବ ନାୟକଙ୍କ ପୂର୍ବ ଭିଡିଓ ପୋଲିସର ଭୂମିକାକୁ ସନ୍ଦେହ ଘେରକୁ ଆଣିଛି।ଘଟଣାର ଷଡ଼ଯନ୍ତ୍ରକାରୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜେଡି କହିଛି।
ପ୍ରବାସୀ ଭାରତୀୟ ଦିବସ ପାଳନ ସମୟରେ ରାଜଧାନୀରେ ଦିବାଲୋକରେ ହତ୍ୟାକାଣ୍ଡ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି। ଜାତୀୟ ରାଜପଥରେ ଜଣେ ପୋଲିସ ମିତ୍ରଙ୍କ ହତ୍ୟା ହେଉଛି କିନ୍ତୁ ପୋଲିସ ଜାଣିପାରୁନି ବୋଲି ବିଜେଡି କହିଛି।




