ବିଶାଳ ଦେବଙ୍କୁ ଶକ୍ତି ବିଭାଗ

ଭୁବନେଶ୍ୱର : ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବଙ୍କୁ ଅତିରିକ୍ତ ନୂତନ ଦାୟିତ୍ୱ I ଶ୍ରୀ ଦେବଙ୍କୁ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଓ ଗ୍ରୀଡ଼କୋର ଅଧ୍ୟକ୍ଷ ଭବରେ ନିଯୁକ୍ତ କରାଯାଇଛି I ତେବେ ଶ୍ରୀ ବିଶାଳ ଦେବ ପୂର୍ବ ପରି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଓଡିଶା ଜଳ ବିଦ୍ୟୁତ ନିଗମ ଲିମିଟେଡ଼ (ଓଏଚପିସିଏଲ)ର ଅଧ୍ୟକ୍ଷ ପଦବୀରେ ମଧ୍ୟ ରହିବେ I ଶ୍ରୀ ଦେବ ଏହି ନୂତନ ଦାୟିତ୍ୱ ନେବା […]

Samaya Live Picture
Published On

ଭୁବନେଶ୍ୱର : ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବଙ୍କୁ ଅତିରିକ୍ତ ନୂତନ ଦାୟିତ୍ୱ I ଶ୍ରୀ ଦେବଙ୍କୁ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଓ ଗ୍ରୀଡ଼କୋର ଅଧ୍ୟକ୍ଷ ଭବରେ ନିଯୁକ୍ତ କରାଯାଇଛି I ତେବେ ଶ୍ରୀ ବିଶାଳ ଦେବ ପୂର୍ବ ପରି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଓଡିଶା ଜଳ ବିଦ୍ୟୁତ ନିଗମ ଲିମିଟେଡ଼ (ଓଏଚପିସିଏଲ)ର ଅଧ୍ୟକ୍ଷ ପଦବୀରେ ମଧ୍ୟ ରହିବେ I ଶ୍ରୀ ଦେବ ଏହି ନୂତନ ଦାୟିତ୍ୱ ନେବା ପରେ ଏହି ପଦବୀରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଉଭୟ ଶକରି ବିଭାଗ ଓ ଗ୍ରୀଡ଼କୋ ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବେ I

Tags: