ଆସନ୍ତା ୨୨ରେ ବେଟି ବଚାଓ ବେଟି ପଢ଼ାଓ ଉତ୍ସବ
ଭୁବନେଶ୍ୱର:ଆସନ୍ତା ୨୨ ତାରିଖରେ ବେଟି ବଚାଓ ବେଟି ପଢ଼ାଓ ଉତ୍ସବ ଅନୁଷ୍ଠିତ ହେବ। କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର ଭାବେ ପାଳିତ ହେବ ଏହି ଉତ୍ସବ।ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜନ କରାଯିବ ବେଟି ବଚାଓ ବେଟି ପଢ଼ାଓ ଉତ୍ସବ କାର୍ଯ୍ୟକ୍ରମ।ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜକୁ ଉଚ୍ଚ ଶିକ୍ଷା ବିଭାଗର ଚିଠି ଲେଖା ଯାଇଛି।ବେଟି ବଚାଓ ବେଟି ପଢ଼ାଓର ୧୦ ବର୍ଷ ପୂର୍ତ୍ତି ପାଳନ ହେବ ଯାହାକୁ ନେଇ ଏହି ନିଆରା କାର୍ଯ୍ୟକ୍ରମ ହେବ। ଏହି […]
ଭୁବନେଶ୍ୱର:ଆସନ୍ତା ୨୨ ତାରିଖରେ ବେଟି ବଚାଓ ବେଟି ପଢ଼ାଓ ଉତ୍ସବ ଅନୁଷ୍ଠିତ ହେବ। କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର ଭାବେ ପାଳିତ ହେବ ଏହି ଉତ୍ସବ।ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜନ କରାଯିବ
ବେଟି ବଚାଓ ବେଟି ପଢ଼ାଓ ଉତ୍ସବ କାର୍ଯ୍ୟକ୍ରମ।ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜକୁ ଉଚ୍ଚ ଶିକ୍ଷା ବିଭାଗର ଚିଠି ଲେଖା ଯାଇଛି।ବେଟି ବଚାଓ ବେଟି ପଢ଼ାଓର ୧୦ ବର୍ଷ ପୂର୍ତ୍ତି ପାଳନ ହେବ ଯାହାକୁ ନେଇ ଏହି ନିଆରା କାର୍ଯ୍ୟକ୍ରମ ହେବ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି।




