ବାଣ ଭିଡାବେଳେ ଭୟଙ୍କର ବିସ୍ଫୋରଣ,ଦମ୍ପତି ଗୁରୁତର

ଖୋର୍ଦ୍ଧା : ବାଣ ଭିଡିବା ବେଳେ ଅଘଟଣ I ବିସ୍ଫୋରଣ ଘଟି ଦମ୍ପତି ଗୁରୁତର । ଖୋର୍ଦ୍ଧା ବେଗୁନିଆ ଥାନା ଗୋପାଳପୁର ପଞ୍ଚାୟତ ଦେଉଳି ବଡସାହିରେ ବିସ୍ପୋରଣ ହୋଇଛି । ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ ଦୁଇ ବଖରା ଘରର ଆଜବେଷ୍ଟସ ଉଡିଯାଇଥିଲା । ସୂଚନା ଅନୁଯାୟୀ ଆଜି ଦେଉଳି ବଡ଼ସାହିର ଅଶୋକ କୁମାର ମଲିକ ନିଜ ଘରେ ବାଣ ଭିଡୁଥିବା ବେଳେ ବିସ୍ପୋରଣ ହୋଇଥିଲା । ବିସ୍ପୋରଣରେ ବାଣ ବେପାରୀ ଓ ତାଙ୍କ ସ୍ତ୍ରୀ […]

Samaya Live Picture
Published On

ଖୋର୍ଦ୍ଧା : ବାଣ ଭିଡିବା ବେଳେ ଅଘଟଣ I ବିସ୍ଫୋରଣ ଘଟି ଦମ୍ପତି ଗୁରୁତର । ଖୋର୍ଦ୍ଧା ବେଗୁନିଆ ଥାନା ଗୋପାଳପୁର ପଞ୍ଚାୟତ ଦେଉଳି ବଡସାହିରେ ବିସ୍ପୋରଣ ହୋଇଛି । ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ ଦୁଇ ବଖରା ଘରର ଆଜବେଷ୍ଟସ ଉଡିଯାଇଥିଲା ।

ସୂଚନା ଅନୁଯାୟୀ ଆଜି ଦେଉଳି ବଡ଼ସାହିର ଅଶୋକ କୁମାର ମଲିକ ନିଜ ଘରେ ବାଣ ଭିଡୁଥିବା ବେଳେ ବିସ୍ପୋରଣ ହୋଇଥିଲା । ବିସ୍ପୋରଣରେ ବାଣ ବେପାରୀ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ପଠାଯାଇଥିବା ବେଳେ ଘଟଣା ସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ତନାଘନା କରିଛି ।

Tags: