ଘରୋଇ କ୍ୟାବପରିବହନ ସଂସ୍ଥା ବିରୋଧରେ ଅଟୋ ଚାଳକଙ୍କ ପ୍ରତିବାଦ

ଭୁବନେଶ୍ୱର : ଘରୋଇ ଗାଡ଼ି ପରିବହନ ସଂସ୍ଥା,ଅଳ ଉବେର,ଓ ରା଼ପିଡୋ ବିରୋଧରେ ଅଟୋ ଚାଳକଙ୍କ ପ୍ରତିବାଦ I ଅଟୋ ଚାଲାକ ସଂଘ ଏନେଇ ସେମାନଙ୍କ ବିରୋଧରେ ପ୍ରତିବାଦ ଜଣାଇବା ସହ ଓଲା, ଉବର ଏବଂ ରାପିଡୋ ନାଁରେ ଥାନାରେ ଏତଲା ଦେଇଛନ୍ତି । ଘରୋଇ ଗାଡ଼ି ଏବଂ ବାଇକକୁ କିଛି ବ୍ୟକ୍ତି ଓଲା, ଉବର ଏବଂ ରାପିଡୋରେ ଲଗାଉଛନ୍ତି । କିନ୍ତୁ ଏଥିପାଇଁ ତାଙ୍କ ପାଖରେ ବିଧିବଦ୍ଧ ଲାଇସେନ୍ସ ରହୁନି । ବ୍ୟକ୍ତିଗତ ଗାଡ଼ିକୁ ସାମୁହିକ ପରିବହନ […]

Samaya Live Picture
Published On

ଭୁବନେଶ୍ୱର : ଘରୋଇ ଗାଡ଼ି ପରିବହନ ସଂସ୍ଥା,ଅଳ ଉବେର,ଓ ରା଼ପିଡୋ ବିରୋଧରେ ଅଟୋ ଚାଳକଙ୍କ ପ୍ରତିବାଦ I ଅଟୋ ଚାଲାକ ସଂଘ ଏନେଇ ସେମାନଙ୍କ ବିରୋଧରେ ପ୍ରତିବାଦ ଜଣାଇବା ସହ ଓଲା, ଉବର ଏବଂ ରାପିଡୋ ନାଁରେ ଥାନାରେ ଏତଲା ଦେଇଛନ୍ତି । ଘରୋଇ ଗାଡ଼ି ଏବଂ ବାଇକକୁ କିଛି ବ୍ୟକ୍ତି ଓଲା, ଉବର ଏବଂ ରାପିଡୋରେ ଲଗାଉଛନ୍ତି । କିନ୍ତୁ ଏଥିପାଇଁ ତାଙ୍କ ପାଖରେ ବିଧିବଦ୍ଧ ଲାଇସେନ୍ସ ରହୁନି ।

ବ୍ୟକ୍ତିଗତ ଗାଡ଼ିକୁ ସାମୁହିକ ପରିବହନ ଉଦ୍ଦେଶ୍ୟରେ ଲଗାଇବା ପାଇଁ ହେଲେ ଏଥିପାଇଁ ସ୍ୱତନ୍ତ୍ର ଲାଇସେନ୍ସ ଆବଶ୍ୟକ ପଡ଼େ । ନିର୍ଦ୍ଦିଷ୍ଟ ଲାଇସେନ୍ସ କରି ଜଣେ ନିଜ ଗାଡ଼ିକୁ ଓଲା, ଉବର ଏବଂ ରାପିଡୋରେ ବ୍ୟବହାର କରିପାରିବେ । କିନ୍ତୁ ତାହା ନକରି ବ୍ୟକ୍ତିଗତ ବାଇକ୍ କିମ୍ବା ଗାଡ଼ିକୁ ଟ୍ରାନ୍ସପୋର୍ଟ ଭେଇକିଲ୍ ଭାବେ ବ୍ୟବହାର କରୁଛନ୍ତି । ପୂର୍ବରୁ ଏନେଇ ନୋଟିସ୍ କରାଯାଉଥିଲେ ମଧ୍ୟ ନିୟମର ଉଲ୍ଲଙ୍ଘନ କରୁଥିବା ଆରଟିଓ ପକ୍ଷରୁ ସୂଚନା ଦିଆଯାଉଛି ।

Tags: