ପରଲୋକରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପା

ଭୁବନେଶ୍ୱର:ସାଂସଦ ଅନୁଭବ ମହାନ୍ତିଙ୍କ ପିତୃ ବିୟୋଗ I କଟକ ନନ୍ଦିସାହି ସ୍ଥିତ ବାସଭବନରେ ଚିକିତ୍ସାଧୀନ ଅବସ୍ଥାରେ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା I ଦୀର୍ଘଦିନ ଧରି ଅଭୟ କୀଡନି ରୋଗରେ ପୀଡ଼ିତ ଥିଲେ। ତାଙ୍କର ଡାଇଲିସିସ୍‌ ଚାଲିଥିଲା। ନିକଟରେ ତାଙ୍କର ଏକ ମଧ୍ୟ ଅପରେସନ ହୋଇଥିଲା I ତେବେ ସମସ୍ତ ଚେଷ୍ଟା ସତ୍ୱେ ଆଜି ଅଭୟ ମହାନ୍ତି ଶେଷ ନିଶ୍ୱାସ ତ୍ୟାଗ […]

Samaya Live Picture
Published On

ଭୁବନେଶ୍ୱର:ସାଂସଦ ଅନୁଭବ ମହାନ୍ତିଙ୍କ ପିତୃ ବିୟୋଗ I କଟକ ନନ୍ଦିସାହି ସ୍ଥିତ ବାସଭବନରେ ଚିକିତ୍ସାଧୀନ ଅବସ୍ଥାରେ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା I

ଦୀର୍ଘଦିନ ଧରି ଅଭୟ କୀଡନି ରୋଗରେ ପୀଡ଼ିତ ଥିଲେ। ତାଙ୍କର ଡାଇଲିସିସ୍‌ ଚାଲିଥିଲା। ନିକଟରେ ତାଙ୍କର ଏକ ମଧ୍ୟ ଅପରେସନ ହୋଇଥିଲା I ତେବେ ସମସ୍ତ ଚେଷ୍ଟା ସତ୍ୱେ ଆଜି ଅଭୟ ମହାନ୍ତି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି I ଅଭୟ ମହାନ୍ତିଙ୍କ ପରଲୋକରେ ପରିବାରେ ଶୋକର ଛାୟା ଖେଳି ଯାଇଛି I ସମ୍ପର୍କୀୟ ଏବଂ ଆତ୍ମୀୟ ସ୍ୱଜନଙ୍କ ସହିତ ବହୁ ସ୍ଥାନୀୟ ବିଶିଷ୍ଟ ବକ୍ତି ଆସି ତାଙ୍କ ଶେଷ ଦର୍ଶନ କରୁଛନ୍ତି ।

Tags: