ଆସୋସିଏଟ ପ୍ରଫେସର ନିଲମ୍ବିତ

ଭୁବନେଶ୍ୱର : ପ୍ରଫେସର ନିଲମ୍ବିତ I ଉତ୍କଳ ବିଶ୍ୱବିଦ୍ୟାଳୟର ର୍ଥନୀତି ବିଭାଗର ଆସୋସିଏଟ ପ୍ରଫେସରଙ୍କୁ ନିଲମ୍ବନ କଲେ କୁଳପତି I ICC ରିପୋର୍ଟ ଆଧାରରେ ନିଲମ୍ବନ କରାଯାଇଛି I ଏହାସହିତ ତାଙ୍କୁ ହେଡ଼ କ୍ୱାର୍ଟର ଛାଡି ନ ଯିବାକୁ ନିର୍ଦେଶ ଦିଆଯାଇଛି I ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ନିଲମ୍ବନ କରାଯାଇଛି I

Samaya Live Picture
Published On

Tags: