ଏକାମ୍ରରୁ ଅଶୋକ ପଣ୍ଡା ପରାସ୍ତ
ଭୁବନେଶ୍ୱର : ଭୁବକେଶ୍ୱର ଏକାମ୍ର ବିଧାନସଭା ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା ପରାସ୍ତ I ୨୫ ଶହରୁ ଅଧିକ ଭୋଟରେ ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ଠାରୁ ପରାଜୟ ବରଣ କରିଛନ୍ତି I ତେବେ ଏହି ଆସନରେ ପ୍ରଥମ ରାଉଣ୍ଡରୁ ହିଁ କଡ୍ଡା ଟକ୍କର ଦେଖିବାକୁ ମିଳିଥିଲା । ଆଉ ଶେଷରେ ଏହି ଆସନରୁ ବିଜୟୀ ହେଇଛନ୍ତି ବାବୁ ସିଂ । ସୂଚନାଯୋଗ୍ୟ ଯେ, ଏକାମ୍ର ଭୁବନେଶ୍ୱର […]
ଭୁବନେଶ୍ୱର : ଭୁବକେଶ୍ୱର ଏକାମ୍ର ବିଧାନସଭା ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା ପରାସ୍ତ I ୨୫ ଶହରୁ ଅଧିକ ଭୋଟରେ ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ଠାରୁ ପରାଜୟ ବରଣ କରିଛନ୍ତି I ତେବେ ଏହି ଆସନରେ ପ୍ରଥମ ରାଉଣ୍ଡରୁ ହିଁ କଡ୍ଡା ଟକ୍କର ଦେଖିବାକୁ ମିଳିଥିଲା । ଆଉ ଶେଷରେ ଏହି ଆସନରୁ ବିଜୟୀ ହେଇଛନ୍ତି ବାବୁ ସିଂ । ସୂଚନାଯୋଗ୍ୟ ଯେ, ଏକାମ୍ର ଭୁବନେଶ୍ୱର ଆସନରୁ ଲଗାତାର ବିଧାୟକ ଭାବେ ନିର୍ବାଚିତ ହେଉଥିଲେ ଅଶୋକ ପଣ୍ଡା ।
Tags:




