ଅରୁଣ ଷଡ଼ଙ୍ଗୀ ହେଲେ ଅପିଏସସି ଚେୟାରମ୍ୟାନ
ଭୁବନେଶ୍ୱର : ବରିଷ୍ଠ ଆଇପିଏସ ଅଫିସର ଅରୁଣ ଷଡ଼ଙ୍ଗୀ ହେଲେ ଅପିଏସସି ଚେୟାରମ୍ୟାନ । ଆଗାମୀ ୬ ବର୍ଷ ପାଇଁ ତାଙ୍କୁ ଏହି ପଦରେ ନିଯୁକ୍ତି କରାଯାଇଛି । ୧୯୯୦ ବ୍ୟାଚ୍ ଆଇପିଏସ ଅଫିସର ହେଉଛନ୍ତି ଅରୁଣ ଷଡଙ୍ଗୀ । ବର୍ତ୍ତମାନ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି । ଏହା ପୂର୍ବରୁ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଦାୟିତ୍ୱରେ ଥିଲେ ଅରୁଣ ଷଡ଼ଙ୍ଗୀ ।

Tags: