ରାଜ୍ୟର ସମସ୍ତ ଜିଲ୍ଲାରେ ଖୋଲାଯିବ କୃତ୍ରିମ ଅଙ୍ଗ ପ୍ରତିରୋପଣ କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟର ସମସ୍ତ ଜିଲାରେ ଖୋଲାଯିବ ଆଡଭାନ୍ସଡ ରିହାବିଲେସନ୍ ସେଣ୍ଟର(ARC) I ଖୁବ୍‌ ଶୀଘ୍ର ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୯ଟି ଜିଲାରେ ARC ଖୋଲିବ I ପର୍ଯ୍ୟାୟକ୍ରମେ ବାକି ୨୧ ଜିଲ୍ଲାରେ ARC ଖୋଲିବ।ପ୍ରତି ଜିଲାରେ ଖର୍ଚ୍ଚ ହେବ ୨୭ କୋଟିରୁ ୩୦ କୋଟି ଟଙ୍କା। ପର୍ଯ୍ୟାୟକ୍ରମେ ଅବଶିଷ୍ଟ ଜିଲାରେ ଏଆରସି ଖୋଲିବ ବୋଲି ଜଣାପଡ଼ିଛି। ଜିଲ୍ଲାରେ ମିଳିବ। ଏ ନେଇ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟର ସମସ୍ତ ଜିଲାରେ ଖୋଲାଯିବ ଆଡଭାନ୍ସଡ ରିହାବିଲେସନ୍ ସେଣ୍ଟର(ARC) I ଖୁବ୍‌ ଶୀଘ୍ର ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୯ଟି ଜିଲାରେ ARC ଖୋଲିବ I ପର୍ଯ୍ୟାୟକ୍ରମେ ବାକି ୨୧ ଜିଲ୍ଲାରେ ARC ଖୋଲିବ।ପ୍ରତି ଜିଲାରେ ଖର୍ଚ୍ଚ ହେବ ୨୭ କୋଟିରୁ ୩୦ କୋଟି ଟଙ୍କା। ପର୍ଯ୍ୟାୟକ୍ରମେ ଅବଶିଷ୍ଟ ଜିଲାରେ ଏଆରସି ଖୋଲିବ ବୋଲି ଜଣାପଡ଼ିଛି। ଜିଲ୍ଲାରେ ମିଳିବ। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

Tags: