ପାଣିପାଇପ ଫାଟି କୃତ୍ରିମ ବନ୍ୟା

ଜୟପୁର : ଡ୍ୟାମରେ ଲିକେଜ୍। ପାଣି ପାଇପ ଫାଟି ବୁଡିଗଲା ଚାଷ ଜମି । ଜୟପୁର ତେଲେଙ୍ଗିରି ଡ୍ୟାମରେ ଲିକ୍ ହୋଇଛି। ସୁଇସ୍ ଗେଟରେ ୧୦୦ଫୁଟ ତଳେ ଲିକେଜ ହୋଇଛି। ତେଲେଙ୍ଗିରି ଡ୍ୟାମରେ ଲିକ୍ ଯୋଗୁଁ ଇନ୍ଦ୍ରାବତୀ ନଦୀରେ ପାଣି ମିଶୁଛି। ଫଳରେ ପାଣି ଉଛୁଳି ଚାଷ ଜମିରେ ମାଡି ଯାଇଛି । ଯାହା ଫଳରେ ରବି ଫସଲ ପ୍ରଭାବିତ ହେବା ଆଶଙ୍କା ରହିଛି। ମରାମତି ପାଇଁ ରାଜ୍ୟ ବାହାରି ବୈଷୟିକ ଟିମକୁ ଡକାଯାଇଛି । ଟିମ୍ […]

Samaya Live Picture
Published On

ଜୟପୁର : ଡ୍ୟାମରେ ଲିକେଜ୍। ପାଣି ପାଇପ ଫାଟି ବୁଡିଗଲା ଚାଷ ଜମି । ଜୟପୁର ତେଲେଙ୍ଗିରି ଡ୍ୟାମରେ ଲିକ୍ ହୋଇଛି। ସୁଇସ୍ ଗେଟରେ ୧୦୦ଫୁଟ ତଳେ ଲିକେଜ ହୋଇଛି। ତେଲେଙ୍ଗିରି ଡ୍ୟାମରେ ଲିକ୍ ଯୋଗୁଁ ଇନ୍ଦ୍ରାବତୀ ନଦୀରେ ପାଣି ମିଶୁଛି। ଫଳରେ ପାଣି ଉଛୁଳି ଚାଷ ଜମିରେ ମାଡି ଯାଇଛି । ଯାହା ଫଳରେ ରବି ଫସଲ ପ୍ରଭାବିତ ହେବା ଆଶଙ୍କା ରହିଛି। ମରାମତି ପାଇଁ ରାଜ୍ୟ ବାହାରି ବୈଷୟିକ ଟିମକୁ ଡକାଯାଇଛି । ଟିମ୍ ଆସିଲେ ମରାମତି ହେବ ବୋଲି ସୂଚନା ଦେଇଛନ୍ତି ତେଲେଙ୍ଗିରି ଅଧୀକ୍ଷଣ ଯନ୍ତ୍ରୀ ବିକାଶ ପ୍ରଧାନ।

Tags: