ପତ୍ନୀ ବର୍ଷାଙ୍କୁ ଅନୁଭବଙ୍କ ଭାବବିହ୍ୱଳ ନିବେଦନ

କଟକ : ପୁଣି ଥରେ ଚର୍ଚ୍ଚାରେ ଅନୁଭବଙ୍କ ପୋଷ୍ଟ I ଦୁଇ ଓଲିଉଡ଼ କପଲଙ୍କ ମଧ୍ୟରେ ବିବାହ ବିଛେଦକୁ ନେଇ ଚାଲିଛି ଶୀତଳ ଯୁଦ୍ଧ I ପତ୍ନୀ ବର୍ଷା ପ୍ରୟଦର୍ଶିନୀଙ୍କ ପାଇଁ ସୋସିଆଲ ମିଡିଆରେ ପୁଣି ଏକ ଭାବବିହ୍ୱଳ ଭିଡିଓ ପୋଷ୍ଟ କରି ନିବେଦନ କରିଛନ୍ତି ଅନୁଭବ I”ଦୟାକରି ବିବାହ ବିଚ୍ଛେଦ ଅନୁରୋଧକୁ ଗ୍ରହଣ କରନ୍ତୁ। ବାପା,ମାଆ ଓ ପରିବାର ମୋ ପାଇଁ ସବୁ କିଛି। ଆମେ ରାତିରେ ଶୋଇ ପାରୁନୁ । ଆମ ପରିବାର ଶୋଇ […]

Samaya Live Picture
Published On

କଟକ : ପୁଣି ଥରେ ଚର୍ଚ୍ଚାରେ ଅନୁଭବଙ୍କ ପୋଷ୍ଟ I ଦୁଇ ଓଲିଉଡ଼ କପଲଙ୍କ ମଧ୍ୟରେ ବିବାହ ବିଛେଦକୁ ନେଇ ଚାଲିଛି ଶୀତଳ ଯୁଦ୍ଧ I ପତ୍ନୀ ବର୍ଷା ପ୍ରୟଦର୍ଶିନୀଙ୍କ ପାଇଁ ସୋସିଆଲ ମିଡିଆରେ ପୁଣି ଏକ ଭାବବିହ୍ୱଳ ଭିଡିଓ ପୋଷ୍ଟ କରି ନିବେଦନ କରିଛନ୍ତି ଅନୁଭବ I”ଦୟାକରି ବିବାହ ବିଚ୍ଛେଦ ଅନୁରୋଧକୁ ଗ୍ରହଣ କରନ୍ତୁ। ବାପା,ମାଆ ଓ ପରିବାର ମୋ ପାଇଁ ସବୁ କିଛି। ଆମେ ରାତିରେ ଶୋଇ ପାରୁନୁ । ଆମ ପରିବାର ଶୋଇ ପାରୁନି । ବାପାଙ୍କ ଦେହ ବହୁତ ଅସୁସ୍ଥ ଅଛି। ଭଲ ମଣିଷ ହିସାବରେ ଛାଡପତ୍ରକୁ ସ୍ବୀକାର କରନ୍ତୁ ।” ପୁଣି ଥରେ ପୁରୁଣା କଥାକୁ ଦୋହରାଇ କହିଛନ୍ତି ଶାନ୍ତିଶୃଙ୍ଖଳାରେ ମିଳିମିଶି ଅଲଗା ହୋଇଯିବା ଯାହାବି କାରଣ ହେଉ ଆମ ବିବାହ ବିଫଳ ହୋଇଛି। ସ୍ବାମୀ-ସ୍ତ୍ରୀ ହୋଇ ରହିପାରିଲେ ନାହିଁ । ବିଛେଦ ପରେ ଆମେ କଣ ଭଲ ବନ୍ଧୁ ହୋଇ ରହିବା ବୋଲି ବର୍ଷା ପ୍ରିୟଦର୍ଶିନୀଙ୍କୁ ଭିଡିଓରେ ଅନୁରୋଧ କରିଛନ୍ତି। ତେବେ ଏହି ଭିଡିଓ ସମ୍ପର୍କରେ ବର୍ଷାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ I

Tags: