ଅଳ୍ପକେ ଟଳିଲା ଆଉଏକ ବଡ଼ ରେଳ ଦୁର୍ଘଟଣା

ରାଉରକେଲା :ଟଳିଲା ଆଉ ଏକ ସିରିଜ ଟ୍ରେନ ଦୁର୍ଘଟଣା I ଗୋଟିଏ ଟ୍ରକରେ ମୁହାଁମୁହିଁ ହେଲେ ୩ ଯାତ୍ରୀବାହୀ ଟ୍ରେନ I ପାଖାପାଖି ୧୦୦ମିଟର ଦୂରତା ଭିତରେ ଅଟକିଛି ୨ଟି ଟ୍ରେନ I ସମପାଳପୁର-ରାଉରକେଲାମେଁମୁ ସହ ଗୋଟିଏ ଟ୍ରାକରେ ମୁହାଁମୁହିଁ ହୋଇଥିଲା ରାଉରକେଲା-ଝାରସୁଗୁଡା ପାସେଞ୍ଜର ଟ୍ରେନI ଠିକ ଏତିକିବେଳେ ସେହି ଟ୍ରାକରେ ଆସୁଥିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ I ରାଉରକେଲା ରେଳଷ୍ଟେସନରୁ ପ୍ରାୟ ୨୦୦ମିଟର ଦୂରତାରେ ଏହି ଘଟଣା ଘଟିଛି I ତେବେ ରେଳବାଇ ପକ୍ଷରୁ […]

Samaya Live Picture
Published On

ରାଉରକେଲା :ଟଳିଲା ଆଉ ଏକ ସିରିଜ ଟ୍ରେନ ଦୁର୍ଘଟଣା I ଗୋଟିଏ ଟ୍ରକରେ ମୁହାଁମୁହିଁ ହେଲେ ୩ ଯାତ୍ରୀବାହୀ ଟ୍ରେନ I ପାଖାପାଖି ୧୦୦ମିଟର ଦୂରତା ଭିତରେ ଅଟକିଛି ୨ଟି ଟ୍ରେନ I ସମପାଳପୁର-ରାଉରକେଲାମେଁମୁ ସହ ଗୋଟିଏ ଟ୍ରାକରେ ମୁହାଁମୁହିଁ ହୋଇଥିଲା ରାଉରକେଲା-ଝାରସୁଗୁଡା ପାସେଞ୍ଜର ଟ୍ରେନI ଠିକ ଏତିକିବେଳେ ସେହି ଟ୍ରାକରେ ଆସୁଥିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ I ରାଉରକେଲା ରେଳଷ୍ଟେସନରୁ ପ୍ରାୟ ୨୦୦ମିଟର ଦୂରତାରେ ଏହି ଘଟଣା ଘଟିଛି I ତେବେ ରେଳବାଇ ପକ୍ଷରୁ ଏହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ I

Tags: