ବାଇକରୁ ପଡି ବୃଦ୍ଧଙ୍କ ମୃତ୍ୟୁ

ଗଣିଆ : ବାଇକରୁ ଖସି ପଡି ବୃଦ୍ଧଙ୍କ ମୃତ୍ୟୁ ଚାଳକ ଗୁରୁତର I ମୃତକ ହେଲେ ସୁଦର୍ଶନ ବାରିକ । ବାଇକ୍ ଚାଳକଙ୍କୁ ଗଣିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାଘଟିଛି ନୟାଗଡ଼ ଜିଲ୍ଲା ଗଣିଆ ଥାନା ପାଣ୍ଡରାସିଂଗା ଛକ ନିକଟରେ ତେବେ ଭାରସାମ୍ୟ ହରାଇ ବାଇକଟି ହମ୍ପସ ଦେହରେ ପିଟି ହେବାରୁ ଏହି ଦୁଘଟଣା ଘଟିଥିବା କୁହାଯାଉଛି I ମୃତାହତ ଦୁହେଁ ହେଲେ ସଂପର୍କରେ ଜେଜେ ଓ ନାତି। କୌଣସି କାମରେ ନିଜ ଗାଁରୁ ଆସୁଥିବା ବେଳେ […]

Samaya Live Picture
Published On

ଗଣିଆ : ବାଇକରୁ ଖସି ପଡି ବୃଦ୍ଧଙ୍କ ମୃତ୍ୟୁ ଚାଳକ ଗୁରୁତର I ମୃତକ ହେଲେ ସୁଦର୍ଶନ ବାରିକ । ବାଇକ୍ ଚାଳକଙ୍କୁ ଗଣିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାଘଟିଛି ନୟାଗଡ଼ ଜିଲ୍ଲା ଗଣିଆ ଥାନା ପାଣ୍ଡରାସିଂଗା ଛକ ନିକଟରେ ତେବେ ଭାରସାମ୍ୟ ହରାଇ ବାଇକଟି ହମ୍ପସ ଦେହରେ ପିଟି ହେବାରୁ ଏହି ଦୁଘଟଣା ଘଟିଥିବା କୁହାଯାଉଛି I ମୃତାହତ ଦୁହେଁ ହେଲେ ସଂପର୍କରେ ଜେଜେ ଓ ନାତି। କୌଣସି କାମରେ ନିଜ ଗାଁରୁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

Tags: