ଡାକ୍ତରଙ୍କ ପାଇଁ ବିକଳ୍ପ ଛୁଟି
ଭୁବନେଶ୍ୱର : ଡାକ୍ତରଙ୍କ ଛୁଟି ସମ୍ପର୍କରେ ସରକାରଙ୍କ ବିଜ୍ଞପ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଡାକ୍ତର ମାନେ ଏଣିକି ସରକାରୀ ଛୁଟି ଦିନରେ କାମ କଲେ ବିକଳ୍ପ ଭାବେ ମିଳିବ ଛୁଟି । ସେହି ମାସର ଯେକୌଣସି ଦିନ ନେଇ ପାରିବେ ଛୁଟି । ମେଡିକାଲ ଅଧୀକ୍ଷକ ଓ ଇନ୍ ଚାର୍ଜ ରୋଷ୍ଟର କରିବେ ବ୍ୟବସ୍ଥା ।

Tags: