ଝାରସୁଗୁଡ଼ାରୁ ବେଙ୍ଗାଲୁରୁ ମଧ୍ୟରେ ବିମାନସେବା ଆରମ୍ଭ

ଭୁବନେଶ୍ୱର : ଆରମ୍ଭ ହେଲା ଝାରସୁଗୁଡ଼ାରୁ ବେଙ୍ଗାଲୁରୁ ମଧ୍ୟରେ ବିମାନ ସେବା I ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବେଙ୍ଗଲୁରୁକୁ ଉଡାଣ ଭରିଛି ଇଣ୍ଡିଗୋ ବିମାନ I ସକାଳ ୧୦ ଟା ୧୫ ମିନିଟ ରେ ଇଣ୍ଡିଗୋ ବିମାନ ବେଙ୍ଗଲୁରୁରୁ ରୁ ବାହାରି ଦିନ ୧୨ ଟା ୯ ମିନିଟରେ ଝାରସୁଗୁଡ଼ାରେ ପହଁଚିଛି I ଏହାପରେ ଦିନ ଗୋଟାଏ ବେଳେ ଝାରସୁଗୁଡ଼ାରୁ ବାହାରି ଦିନ ୨.୫୫ ମିନିଟରେ ବେଙ୍ଗାଲୁରୁରେ ପହଂଚିବ ବୋଲି ଜଣା ପଡିଛି […]

Samaya Live Picture
Published On

ଭୁବନେଶ୍ୱର : ଆରମ୍ଭ ହେଲା ଝାରସୁଗୁଡ଼ାରୁ ବେଙ୍ଗାଲୁରୁ ମଧ୍ୟରେ ବିମାନ ସେବା I ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବେଙ୍ଗଲୁରୁକୁ ଉଡାଣ ଭରିଛି ଇଣ୍ଡିଗୋ ବିମାନ I ସକାଳ ୧୦ ଟା ୧୫ ମିନିଟ ରେ ଇଣ୍ଡିଗୋ ବିମାନ ବେଙ୍ଗଲୁରୁରୁ ରୁ ବାହାରି ଦିନ ୧୨ ଟା ୯ ମିନିଟରେ ଝାରସୁଗୁଡ଼ାରେ ପହଁଚିଛି I ଏହାପରେ ଦିନ ଗୋଟାଏ ବେଳେ ଝାରସୁଗୁଡ଼ାରୁ ବାହାରି ଦିନ ୨.୫୫ ମିନିଟରେ ବେଙ୍ଗାଲୁରୁରେ ପହଂଚିବ ବୋଲି ଜଣା ପଡିଛି I ଆଜିଠାରୁ ପ୍ରତିଦିନ ଇଣ୍ଡିଗୋ ର ୧୮୦ ସିଟ ବିଶିଷ୍ଟ ଏହି ବିମାନ ଚଳାଚଳ କରିବ ବୋଲି ଜଣା ପଡିଛି I

ବେଙ୍ଗଲୁରୁରୁ ରୁ ଆଜି ପ୍ରଥମ ଦିନରେ ବିମାନରେ ୧୭୯ ଜଣ ଯାତ୍ରୀ ଆସିଥିବାବେଳେ ଝାରସୁଗୁଡ଼ାରୁ ବେଙ୍ଗଲୁଲୁଙ୍କୁ ୧୬୯ ଜଣ ଯାତ୍ରୀ ଉଡ଼ିଛନ୍ତି I ଏହା ପୂର୍ବରୁ କୋଲକାତାକୁ ଝାରସୁଗୁଡ଼ାରୁ ଅତ୍ର-୭୨,୭୨ ସିଟ ବିଶିଷ୍ଟ ବିମାନ ଚଳାଚଳ କରିଆସୁଛି I ଝାରସୁଗୁଡା-ବେଙ୍ଗାଲୁରୁ ମଧ୍ୟରେ ବିମାନ ଉଡ଼ାଣକୁ ନେଇ ଝାରସୁଗୁଡ଼ାବାସୀ ଖୁସି ପ୍ରକାଶ କରିଛନ୍ତି I

Tags: