କପି କରୁଥିବା ପରୀକ୍ଷାର୍ଥୀ ସାବଧାନ, ଜଗିଛି ଏଆଇ
କଟକ:କପି କରିବା ବେଳେ ଆଜି ଧରା ପଡ଼ିଛନ୍ତି ୮ ପରୀକ୍ଷାର୍ଥୀ। AI କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ଜରିଆରେ ଧରାପଡ଼ିଲେ। AI ଦ୍ବାରା ଧରାପଡ଼ିଥିବା କହିଲେ ବୋର୍ଡ କର୍ତ୍ତୃପକ୍ଷ।ସୋମବାର ଦିନ ଓଡ଼ିଶାରେ ଦଶମ ବୋର୍ଡ ପରୀକ୍ଷା ୨୦୨୫ର ଦ୍ୱିତୀୟ ଭାଷା ପରୀକ୍ଷାରେ ମୋଟ ୮ ଜଣ ପରୀକ୍ଷାର୍ଥୀ କପି କରି ଧରାପଡ଼ିଛନ୍ତି। ସୋମବାର ଦ୍ୱିତୀୟ ଭାଷା ଇଂରାଜୀ, ହିନ୍ଦୀ, ପରିବେଶ ଏବଂ ଜନସଂଖ୍ୟା ଶିକ୍ଷା ପରୀକ୍ଷା ସମୟରେ ଆଠ ଜଣ କପି କରି ସ୍କ୍ୱାଡ୍ ହାତରେ ଧରାପଡ଼ିଛନ୍ତି।AI କମାଣ୍ଡ […]
କଟକ:କପି କରିବା ବେଳେ ଆଜି ଧରା ପଡ଼ିଛନ୍ତି ୮ ପରୀକ୍ଷାର୍ଥୀ। AI କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ଜରିଆରେ ଧରାପଡ଼ିଲେ। AI ଦ୍ବାରା ଧରାପଡ଼ିଥିବା କହିଲେ ବୋର୍ଡ କର୍ତ୍ତୃପକ୍ଷ।ସୋମବାର ଦିନ ଓଡ଼ିଶାରେ ଦଶମ ବୋର୍ଡ ପରୀକ୍ଷା ୨୦୨୫ର ଦ୍ୱିତୀୟ ଭାଷା ପରୀକ୍ଷାରେ ମୋଟ ୮ ଜଣ ପରୀକ୍ଷାର୍ଥୀ କପି କରି ଧରାପଡ଼ିଛନ୍ତି। ସୋମବାର ଦ୍ୱିତୀୟ ଭାଷା ଇଂରାଜୀ, ହିନ୍ଦୀ, ପରିବେଶ ଏବଂ ଜନସଂଖ୍ୟା ଶିକ୍ଷା ପରୀକ୍ଷା ସମୟରେ ଆଠ ଜଣ କପି କରି ସ୍କ୍ୱାଡ୍ ହାତରେ ଧରାପଡ଼ିଛନ୍ତି।AI କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ଜରିଆରେ ସେମାନେ ଧରାପଡ଼ିଛନ୍ତି।
ରାଜ୍ୟର ୩୧୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫,୨୨,୩୩୬ ଜଣ ପରୀକ୍ଷାର୍ଥୀ ଓଡ଼ିଶା ବୋର୍ଡ ଦଶମ ଶ୍ରେଣୀ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି। ପରୀକ୍ଷା ପୂର୍ବାହ୍ନ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି।




