ମୋ ବସ୍‌ରେ ଲାଗିବ ଅଦାସ ସିଷ୍ଟମ: ବାରମ୍ବାର ଦୁର୍ଘଟଣା ଘଟାଇବା ପରେ ପଦକ୍ଷେପ

ଭୁବନେଶ୍ୱର: ଏଣିକି ମୋ ବସ୍‌ରେ ଲାଗିବ ADAS ସିଷ୍ଟମ, ସତର୍କ କରିବାକୁ ବାଜିବ ସାଇରନ୍। ବାରମ୍ବାର ମୋ ବସ୍ ଦୁର୍ଘଟଣା ଘଟାଇବା ପରେ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର।ଡ୍ରାଇଭର ଆଖି ଲାଗିଲେ କି ଅନ୍ୟ କିଛି ତ୍ରୁଟି ହେଲେ ସାଇରନ ବାଜିବ। ଦୁର୍ଘଟଣାକୁ ରୋକିପାରିବ ଏଭଳି ପଦକ୍ଷେପ।ଏହା ସହ ସବୁ ମୋ ବସ୍‌ରେ କ୍ୟାମେରା ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି।ଦୁର୍ଘଟଣା କମାଇବାକୁ ୪୦ କିମି […]

ମୋ ବସ୍‌ରେ ଲାଗିବ ଅଦାସ ସିଷ୍ଟମ: ବାରମ୍ବାର ଦୁର୍ଘଟଣା ଘଟାଇବା ପରେ ପଦକ୍ଷେପ
Samaya Live Picture
Published On

ଭୁବନେଶ୍ୱର: ଏଣିକି ମୋ ବସ୍‌ରେ ଲାଗିବ ADAS ସିଷ୍ଟମ, ସତର୍କ କରିବାକୁ ବାଜିବ ସାଇରନ୍। ବାରମ୍ବାର ମୋ ବସ୍ ଦୁର୍ଘଟଣା ଘଟାଇବା ପରେ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର।ଡ୍ରାଇଭର ଆଖି ଲାଗିଲେ କି ଅନ୍ୟ କିଛି ତ୍ରୁଟି ହେଲେ ସାଇରନ ବାଜିବ। ଦୁର୍ଘଟଣାକୁ ରୋକିପାରିବ ଏଭଳି ପଦକ୍ଷେପ।ଏହା ସହ ସବୁ ମୋ ବସ୍‌ରେ କ୍ୟାମେରା ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି।ଦୁର୍ଘଟଣା କମାଇବାକୁ ୪୦ କିମି ସ୍ପିଡ୍ ଗଭର୍ନର ଲଗାଯାଇଛି। ଏହା ସହିତ ଟ୍ରାଫିକ ଅଧିକ ଯୋଗୁଁ ମୋ ବସ୍ ସଂଖ୍ୟା ବଢ଼ିବ ବୋଲି ମନ୍ତ୍ରୀ କହିଛନ୍ତି।

Tags: